କଙ୍କା-ବାଇଁଶିଆ ପ୍ରଧାନମନ୍ତ୍ରୀ ସଡକ ଦେଇ ଯାଇଥିବା ନାଳ ଉପରେ ପୋଲ ନିର୍ମାଣ ଦାବୀ
କଙ୍କା-ବାଇଁଶିଆ ପ୍ରଧାନମନ୍ତ୍ରୀ ସଡକ ଦେଇ ଯାଇଥିବା ନାଳ ଉପରେ ପୋଲ ନିର୍ମାଣ ଦାବୀ ଢେଙ୍କାନାଳ, ୨୭/୯: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ବାଇଁଶିଆ ପଂଚାୟତ ଅନ୍ତର୍ଗତ କଙ୍କା ଗ୍ରାମର ଜନସାଧାରଣ ବାଇଁଶିଆ ଓ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ପ୍ରଧାନମନ୍ତ୍ରୀ…
