Category: ଢେଙ୍କାନାଳ

ଢେଙ୍କାନାଳ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ନିତି ପାଳିତ

ଢେଙ୍କାନାଳ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ନିତି ପାଳିତ। ଢେଙ୍କାନାଳ କୈବଲ୍ୟ ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଜନ୍ମାଷ୍ଟମୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ଢେଙ୍କାନାଳ ୫/୯: ଆଜି ଢେଙ୍କାନାଳ ସହର ସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ଉତ୍ସବଟି ମହାସମାରୋହରେ ପାଳିତ ହୋଇଯାଇଛି।…

ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳା ପ୍ରୟୋଗ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳା ପ୍ରୟୋଗ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଢେଙ୍କାନାଳ, ତା ୦୫.୦୯.୨୦୨୩ ଚଳିତ ମାସ ୧୫ ରୁ ୩୦ ତାରିଖ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକକଳା ମାଧ୍ୟମରେ ରାଜ୍ୟ…

ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଢେଙ୍କାନାଳ:୦୫/୦୯– ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଗଣେଶ ପୂଜା…

ପବିତ୍ର ଗୁରୁ ଦିବସ ପାଳନ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବାକୁ ଥିବା ଭାରତର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ତରଫରୁ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବାକୁ ଥିବା ଭାରତର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ…

କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳରେ ନୂତନ ଅଧ୍ୟକ୍ଷ ଯୋଗଦାନ ଓ ନୂତନ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ସାକ୍ଷାତ

କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳରେ ନୂତନ ଅଧ୍ୟକ୍ଷ ଯୋଗଦାନ ଓ ନୂତନ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ସାକ୍ଷାତ। ଢେଙ୍କାନାଳ ୪/୯:ଆଜି 04/09/2023 ସୋମବାର ପୂର୍ବାହ୍ନରେ ଶ୍ରୀ ଶିଶିର କୁମାର ଦାସ, କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ନୂତନ ଅଧ୍ୟକ୍ଷ ରୂପେ ଯୋଗଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ବାରା ଜିଲ୍ଲା ସ୍ତରୀୟ ବ୍ୟଙ୍ଗ ନାଟକ। ବକୃତା| ପ୍ରବନ୍ଧ| ଚିତ୍ରାଙ୍କନ ପ୍ରତିଯୋଗିତା

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ବାରା ଜିଲ୍ଲା ସ୍ତରୀୟ ବ୍ୟଙ୍ଗ ନାଟକ। ବକୃତା| ପ୍ରବନ୍ଧ| ଚିତ୍ରାଙ୍କନ ପ୍ରତିଯୋଗିତା ଢେଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବ୍ୟଙ୍ଗ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାଜଜ୍ ତଥା…

ଗୁଲୁ ସଲ୍ୟୁସନ୍‌ର ୫ କାଉଁଟର ଖୋଲିଲା

ଗୁଲୁ ସଲ୍ୟୁସନ୍‌ର ୫ କାଉଁଟର ଖୋଲିଲା ଢେଙ୍କାନାଳ ୩/୯:- ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଗୁଲୁ ସଲ୍ୟୁସନ୍ ତା’ର ୫ମ କାଉଁଟର ଖୋଲିଅଛି । ୧୦ବର୍ଷ ତଳେ ପ୍ରଥମେ ଢେଙ୍କାନାଳରେ ବି.ବି. ହାଇସ୍କୁଲ୍ ସମ୍ମୁଖରେ ଖୋଲାଯାଇଥିଲା ପରେ ଏହା ଓଡିଶାର ବିଭିନ୍ନ ଯାଗା…

୧୩ ବର୍ଷ ବାଳକ ରବି ନିଖୋଜ

ରବି ହେସା ମାତା ପନା ହେସା, ବୟସ ୧୩ ବର୍ଷ ରବି ଗତ କାଲି ଠାରୁ କୁଆଡେ ନିଖୁଜ ଅଛନ୍ତି l ତାଙ୍କ ଘର ସୁକିନ୍ଦା ସେ ବସୋଈ ଗ୍ରାମ ପଞ୍ଚାୟତ ର ଅଲେଖପାଟଣା ଗ୍ରାମରେ ତାଙ୍କ ମାମୁଁ ଘରେ ରୁହନ୍ତି…

ଢେଙ୍କାନାଳ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ୍ ତରଫରୁ ବେଲଟ୍ ଟେଷ୍ଟ କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ୍ ତରଫରୁ ବେଲଟ୍ ଟେଷ୍ଟ କାର୍ଯ୍ୟକ୍ରମ ଆୟୋଜିତ ଢେଙ୍କାନାଳ ୩/୯:- ଆଜି ଟାଇକୋଣ୍ଡୋ ଗ୍ରାଉଣ୍ଡ ଠାରେ ଟାଇକୋଣ୍ଡୋ ବେଲଟ୍ ଟେଷ୍ଟ ଆୟୋଜନ କରାଯାଇଥିଲା।୫୦ ଜଣ ପିଲା ଭାଗ ନେଇଥିଲେ। ଢେଙ୍କାନାଳ ଟାଇକୋଣ୍ଡୋ ଆସୋସିଏସନ୍ ସେକ୍ରେଟାରୀ ସାହିର୍ ମହମ୍ମଦ…