Category: ଢେଙ୍କାନାଳ

ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ଢେଙ୍କାନାଳ ଜାମା ମସଜିଦ ରେ ପାଳିତ

ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ଢେଙ୍କାନାଳ ଜାମା ମସଜିଦ ରେ ପାଳିତ। ଆଜି ଢେଙ୍କାନାଳ ମିନା ବଜାର ସ୍ଥିତ ଜାମା ମସଜିଦରେ ଇଦ୍-ଉଲ୍-ଜୁହା ପାଇଁ ନମାଜ ପାଠ କରାଯାଇଥିଲା। ବଳିଦାନରେ ଇଶ୍ୱର ଖୁସି ହୁଅନ୍ତି, ସବୁ ଧର୍ମରେ ଏହାର ମହତ୍ୱ ରହିଛି। କିନ୍ତୁ…

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ ଢେଙ୍କାନାଳ,28/06: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳ ସଦର ବ୍ଲକର ସଦେଇବରେଣୀ ସ୍ଥିତ କଳାକୃତି ଗ୍ରାମରେ ଏକ ନୌକା ବିହାର ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଏହି ସ୍ଥାନଟି ଢେଙ୍କାନାଳ…

ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ । ପରିବାର ନିୟୋଜନ ଏକ ସାମାଜିକ ଦାୟୀତ୍ଵ

ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ । ପରିବାର ନିୟୋଜନ ଏକ ସାମାଜିକ ଦାୟୀତ୍ଵ ଢେଙ୍କାନାଳ, ତା. ୨୭.୦୬.୨୦୨୩ – ଆଜି ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ପରିବାର ନିୟୋଜନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା…

ଆଡପ ମଣ୍ଡପରେ ନବମୀର ସନ୍ଧ୍ୟା ଦର୍ଶନ

ଆଡପ ମଣ୍ଡପରେ ନବମୀର ସନ୍ଧ୍ୟା ଦର୍ଶନ ଢେଙ୍କାନାଳ ବାଜିଚୈକି ଠାରେ ଆଡପ ମଣ୍ଡପରେ ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭକ୍ତମାନଙ୍କୁ ସନ୍ଧ୍ୟା ଦର୍ଶନ ସାଙ୍ଗକୁ ଆଳତି ଦେଖିବା ପାଇଁ ଭିଡ ଜମୁଛି। Post Views: 9

ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ

ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ ଢେଙ୍କାନାଲ, ୨୭/୬: ଢେଙ୍କାନାଳ ନୁଆଶାସନ ଛକ ଠାରେ ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ ହୋଇଯାଅଛି । ଏହାକୁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ…

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ଢେଙ୍କାନାଳ, ତା.27.06.2023: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ସମସ୍ତ 5T…

ବିପଦତାରିଣୀ ବ୍ରତ ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା

ବିପଦତାରିଣୀ ବ୍ରତ ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାଁ ତାରିଣୀଙ୍କ ପିଠରେ ବିପଦ ତାରିଣୀ ବ୍ରତ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ…

ଆନ୍ତର୍ଜାତୀୟ ନିଶାନିବାରଣ ଦିବସ ପାଳନ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆନ୍ତର୍ଜାତୀୟ ନିଶାନିବାରଣ ଦିବସ ବିଦ୍ୟାଳୟ ର‌ ପ୍ରଧାନ ଶିକ୍ଷକ ବିଜୟ କୁମାର ବରାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୁନ୍ ମାସ ଛବିଶିତାରିଖ ପୂର୍ବାହ୍ନ…

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ଢେଙ୍କାନାଳ, ତା. ୨୬.୦୨.୨୦୨୩ – ଆଜି ଢେଙ୍କାନାଳରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ…

ଶିକ୍ଷା ବିରୋଧି ଜାତୀୟ ଶିକ୍ଷା ନୀତି ସଂପର୍କରେ ଏଆଇଡିଏସ୍‌ଓ ପକ୍ଷରୁ ଆଲୋଚନା ଚକ୍ର

ଶିକ୍ଷା ବିରୋଧି ଜାତୀୟ ଶିକ୍ଷା ନୀତି ସଂପର୍କରେ ଏଆଇଡିଏସ୍‌ଓ ପକ୍ଷରୁ ଆଲୋଚନା ଚକ୍ର ଢେଙ୍କାନାଳ – ତା ୨୫.୦୬.୨୦୨୩ – ଜାତୀୟ ଶିକ୍ଷା ନୀତି ୨୦୨୦ ବିରୁଦ୍ଧରେ ୨୧ ରୁ ୨୭ ଜୁନ ସାରା ଦେଶ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ…