ୱେଲ୍ ଫେୟାର୍ ଆସୋସିଏସନ୍ର ବାର୍ଷିକ ସଭା ଓ ଆରୋଗ୍ୟମ୍
ୱେଲ୍ ଫେୟାର୍ ଆସୋସିଏସନ୍ର ବାର୍ଷିକ ସଭା ଓ ଆରୋଗ୍ୟମ୍ ଯୋଗ ଢେଙ୍କାନାଳ, ୨/୭ : ଢେଙ୍କାନାଳ ଟାଉନ୍ସ୍ଥିତ ଦଧିବାମନକୀଉ ମଠ ପରିସରରେ ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ଫେୟାର ଆସୋସିଏସନ୍ର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଆସୋସିଏସନ୍ର ନିର୍ଦ୍ଦେଶିକା…
