ଶନିଶ୍ଚର ଦେବଙ୍କ କଳସଯାତ୍ରା
ଶନିଶ୍ଚର ଦେବଙ୍କ କଳସଯାତ୍ରା ଢେଙ୍କାନାଳ, ତା ୦୮.୦୪.୨୦୨୩: ଢେଙ୍କାନାଳ ଦୁର୍ଗାବଜାରସ୍ଥିତ ଶନିଶ୍ଚର ଦେବଙ୍କ ବୈଶାଖ ମାସର ପ୍ରଥମ ଶନିବାର ପୂଜା ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଗୋଡିପୋଖରୀ ଠାରୁ ପୂଜା ଅର୍ଚ୍ଚନା କରାଯାଇ ୩୦ରୁ ଉର୍ଦ୍ଧ୍ବ ମହିଳାମାନେ ଜଳ…
