ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ଦଣ୍ଡୁଆଙ୍କ ରାତ୍ରୀ ଦଣ୍ଡନୃତ୍ୟ ଭକ୍ତଙ୍କ ମନକିଣିନେଲା
ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ଦଣ୍ଡୁଆଙ୍କ ରାତ୍ରୀ ଦଣ୍ଡନୃତ୍ୟ ଭକ୍ତଙ୍କ ମନକିଣିନେଲାl ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ମଧ୍ୟାହ୍ନ ରେ ଧୂଳି ଦଣ୍ଡ ପରିବେଷଣ କରିଥିବା ବେଳେ ରାତ୍ରୀ…
