୭୮୨୦୦ ଲିଟର ୱାସ ସହ ୨୧୦୦ଲିଟର ଦେଶିମଦ ଜବତ୍
ଢେଙ୍କାନାଳ ଜିଲ୍ଲା ଜିଲ୍ଲାପାଳ ତଥା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶନାରେ ଢେଙ୍କାନାଳ ଅବକାରୀ ବିଭାଗ ଘନ ଘନ ଚଢ଼ାଉ କରୁଥିବା ଦେଖିବାକୁ ମିଳୁଛି। ଆଜି ଢେଙ୍କାନାଳ, ଯାଜପୁର ଓ ସମ୍ବଲପୁର ସ୍ବତନ୍ତ୍ର ଟିମ୍ ମିଳିତ ଭାବେ ଢେଙ୍କାନାଳ ଜିଲ୍ଲା ଓ…
