ଅବକାରୀ ବିଭାଗ ଦ୍ଵାରା ୫ଜଣ ଗିରଫ ,୨ଟି ବାଇକ ସମେତ ୨୦୬ ଲିଟର ମଦ ଜବତ୍
ଅବକାରୀ ବିଭାଗ ଦ୍ଵାରା ୫ଜଣ ଗିରଫ ,୨ଟି ବାଇକ ସମେତ ୨୦୬ ଲିଟର ମଦ ଜବତ୍ ଜିଲ୍ଲାପାଳ ତଥା ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ତା 15-03-2023 ରେ ଜିଲ୍ଲାର ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ସ୍ଥାନରେ…
