ଢେଙ୍କାନାଳ ଓଷ୍ଠାର ୪୨ତମ ଶିଶୁ ଉତ୍ସବ
ଢେଙ୍କାନାଳ ଓଷ୍ଠାର ୪୨ତମ ଶିଶୁ ଉତ୍ସବ ଢେଙ୍କାନାଳ, ୨୪/୧୨: ଓଡିଶା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଠା) ଆନୁକୂଲ୍ୟରେ ୪୨ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ସ୍ଥାନୀୟ ଲକ୍ଷ୍ମୀଧର ମ୍ୟୁନିସିପାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ…
