Category: ନୂଆଦିଲ୍ଲୀ

ପୁଣି ମଣିପୁର ସ୍ଥିତି ବେହାଲ, ଶାହାଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମଣିପୁରରେ ପୁଣି ହିଂସାର ମାହୋଲ । ରାଜ୍ୟର ସ୍ଥିତି ବାବାଦରେ ଅବଗତ କରାଇବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମୈତେଇ ସମ୍ପ୍ରଦାୟ ନେତା ଆରମବାଇ ଟେନଗୋଲଙ୍କ ଗିରଫ ପରେ ଅଶାନ୍ତ ହୋଇପଡିଛି ରାଜ୍ୟ…

୨୦୨୬ରେ ପଶ୍ଚିମବଙ୍ଗ-ତାମିଲନାଡୁରେ ସରକାର ଗଢିବ ବିଜେପି: ଅମିତ ଶାହା

ପଶ୍ଚିମବଙ୍ଗ ପରେ ପୁଣି ତାମିଲନାଡୁରେ ବିଜେପି ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ । ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ…

ଆମେରିକାରେ ସ୍ଥିତି ଅଣାୟତ୍ତ, ୨୦୦୦ ସୈନ୍ୟ ମୁତୟନ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଲସ୍ ଆଞ୍ଜେଲସରେ ପ୍ରବଳ ହିଂସା । ଭଙ୍ଗାରୁଜା ସହ ଜଳାପୋଡା କଲେ ବିକ୍ଷୋଭକାରୀ । ଆମେରିକାର ଲସ୍ ଆଞ୍ଜେଲସ୍ ରାଜ୍ୟରେ ବିକ୍ଷୋଭକାରୀମାନେ ବହୁତ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ପରିସ୍ଥିତି ନିରନ୍ତର ନିୟନ୍ତ୍ରଣ ବାହାରକୁ ଯାଉଛି । ସ୍ଥିତି…

ୟୁକ୍ରେନରେ ତାଣ୍ଡବ ରଚୁଛନ୍ତି ଋଷ ସେନା: ୪୦୦ ଡ୍ରୋନ୍‌ ଓ ୪୬ କ୍ଷେପଣାସ୍ତ୍ର ମାଡ଼

ୟୁକ୍ରେନର ଭୟଙ୍କର ଡ୍ରୋନ ଆକ୍ରମଣ ପରେ ରୁଷ ପ୍ରତିଶୋଧ ନେଇଛି । ଶନିବାର ଦିନ ରୁଷ ପୂର୍ବ ୟୁକ୍ରେନର ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୂଚନା ଦେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା। ସୋନିଆ ଗାନ୍ଧୀଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି। ତାଙ୍କର ନିୟମିତ ସ୍ବାସ୍ଥ୍ୟ…

କୃଷକଙ୍କ ଆୟ ବଢ଼ାଉଛି ନୂଆ ଭାରତର ନୂଆ ଯୋଜନା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଭାରତର ଅର୍ଥନୀତି ଏବଂ ସଂସ୍କୃତିର ହୃଦୟରେ ରହିଛି କୃଷି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବୀକା ଦେବା ସହ ଦେଶକୁ ପରିଚୟ ଦେଇଥାଏ। ଗତ ଏଗାର ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତର କୃଷି କ୍ଷେତ୍ରରେ…

ଟ୍ରମ୍ପଙ୍କ ବଡ଼ ପଦକ୍ଷେପ, ମସ୍କଙ୍କ ପାଇଁ ବନ୍ଦ ହେଲା ହ୍ୱାଇଟ ହାଉସ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ। ଖୋଲାଖୋଲି ପରସ୍ପର ବିରୋଧରେ କରୁଛନ୍ତି ବୟାନବାଜି। ମସ୍କ ପ୍ରଥମେ ଡିଓଜିଇରୁ ଇସ୍ତଫା ଦେଲେ, ଆଉ ତାପରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିବାର ସୁଯୋଗ ହାତଛଡା କରୁନାହାନ୍ତି। ଟ୍ରମ୍ପ…

ଭାଙ୍ଗୁଛି ମାଓଗଡ଼: ଏନକାଉଣ୍ଟରରେ ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ

ରାୟପୁର: ଭୁଶୁଡୁଛି ମାଓ ଦୁର୍ଗ। ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ବଡ଼ ଏନକାଉଣ୍ଟର ହୋଇଛି।…

ଚେନାବ କେବଳ ଏକ ବ୍ରିଜ୍ ନୁହେଁ, ଏହା ଭାରତର ଶକ୍ତିର ପ୍ରତୀକ: ପ୍ରଧାନମନ୍ତ୍ରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି । ଏଠାରେ ସେ ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଏବଂ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ…

ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ, ପ୍ରାର୍ଥୀପତ୍ର କଲେ ଦାଖଲ

ଚେନ୍ନାଇ: ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରକୃତରେ, ତାମିଲନାଡୁର ଶାସକ ଡିଏମକେ ତାଙ୍କ କୋଟାର ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ କମଲ ହାସନଙ୍କ…