Category: ନୂଆଦିଲ୍ଲୀ

ଇଂଲଣ୍ଡ ଗସ୍ତରେ ଗଲା ଭାରତୀୟ ଦଳ: ନୂଆ କିଟ୍ ସହ ମୁମ୍ବାଇରୁ ଯାତ୍ରା ଆରମ୍ଭ କଲେ ଖେଳାଳି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ଆଜି ସକାଳେ ଇଂଲଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଯାତ୍ରା କରିଥିଲା। ମୁମ୍ବାଇରୁ ଯାଇଥିବା ଦଳ ଏକ ନୂତନ କିଟ୍ ପିନ୍ଧିଥିଲା। ରୋହିତ ଏବଂ ବିରାଟଙ୍କ ଅବସର ପରେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଦଳର…

ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଲଗାଯିବ ୧୦ କୋଟି ଗଛ : ଶିକ୍ଷାମନ୍ତ୍ରୀ

ସାରା ଦେଶରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୦ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ନୂଆଦିଲ୍ଲୀ ଗୋଲମାର୍କେଟସ୍ଥିତ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ…

ଆହୁରି ଶକ୍ତିଶାଳି ହେବ ପ୍ରତିରକ୍ଷା ବାହିନୀ, ଭାରତରେ ତିଆରି ହେବ ରାଫେଲ

ନୂଆଦିଲ୍ଲୀ: ଭାରତର ଏୟାରସ୍ପେସକୁ ମିଳିବ ବଡ଼ ସଫଳତା। ଭାରତରେ ତିଆରି ହେବ ରାଫେଲ। ଟାଟା ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଏବଂ ଫ୍ରାନ୍ସର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ମଧ୍ୟରେ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ…

ସ୍ୱାଧୀନତା ଅର୍ଥ ସେନାକୁ ଅପମାନ କରିବା ନୁହେଁ: ଆଲ୍ହାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି।…

ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା, ୧୨ଟି ଦେଶର ଲୋକଙ୍କୁ ୟୁଏସରେ ନୋଏଣ୍ଟ୍ରି

ୱାଶିଂଟିନ: ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା। ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ୍ ପ୍ରଶାସନ। ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି। ତେବେ…

ଆଇପିଏଲ ଫାଇନାଲ ଟକ୍କରରେ ବାଜି ମାରିନେଲା RCB; ୧୮ ବର୍ଷ ପରେ ଆରସିବି ହାତେଇଲା ଟ୍ରଫି

ନୂଆଦିଲ୍ଲୀ : ୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ୧୮ ବର୍ଷର ସ୍ୱପ୍ନକୁ ରୟାଲ ଷ୍ଟାଇଲରେ ପୂରଣ କରିଛି ଚ୍ୟାଲେଞ୍ଜର୍ସ । ଆଇପିଏଲର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତାହାସହ ଚୂରମାର୍…

ବିରାଟ କୋହଲିଙ୍କ ପବ୍ ନାଁରେ ରୁଜୁ ହେଲା ମାମଲା

ଵେଙ୍ଗାଲୁରୁ: ଆଇନ ସମସ୍ୟାରେ ପଡିପାରନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା ପବ୍ ଏବଂ ରେଷ୍ଟୁରାଣ୍ଟ ୱାନ୍ ଏଇଟ କମ୍ୟୁନ୍ ନାଁରେ ଏବେ ମାମଲା ରୁଜ୍ଜୁ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ନଥିବା ଯୋଗୁଁ ଆଇନଗତ…

ସେନା ଶିବିରରେ ଭୂସ୍ଖଳନ; ୩ ଯବାନ ମୃତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ଗତ ରବିବାର ସନ୍ଧ୍ୟାରେ ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ହେବାରୁ ଦୁଇ ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ଛଅ ଜଣ ସୈନିକ ନିଖୋଜ…

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ…

କର୍ଣ୍ଣାଟକରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଗଲାଣି ୭୧ ଜଣଙ୍କ ଜୀବନ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରବେଶ ସହିତ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଜାରି ରହିଛି। କେରଳ, କର୍ଣ୍ଣାଟକ, ତାମିଲନାଡୁରେ ପ୍ରବଳ ବର୍ଷା ଜୀବନ ଏବଂ ଜୀବନକୁ ଖରାପ ଭାବରେ ପ୍ରଭାବିତ କରିଛି। ଲୋକମାନେ ମଧ୍ୟ ବହୁ ପରିମାଣର ଜୀବନ ଏବଂ ସମ୍ପତ୍ତିର…