Category: ନୂଆଦିଲ୍ଲୀ

ଆମେରିକା ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାକୁ ହେଲେ ରାଜି: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଏହି ସୂଚନା ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦେଇଥିଲେ । ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଦାବି କରିଛନ୍ତି…

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ…

ଭାରତରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି: ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରିତଶୋଧ କାର୍ଯ୍ୟାନୁଷ୍ଠାନ କରି ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଛି ଭାରତ । ଏହାପରେ ପାକିସ୍ତାନ ବିକଳ ହୋଇ ଭାରତର ଚାରୋଟି ରାଜ୍ୟର ଅନେକ ସ୍ଥାନରେ ଡ୍ରୋନ ଆକ୍ରମଣ…

ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ ; ବୈଦେଶିକ ସଚିବ

ଅପରେସନ ସିନ୍ଦୂରକୁ ନେଇ MEAର ପ୍ରେସବ୍ରିଫ୍। ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ବାଛି ବାଛି ଭାରତର ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ୍ କରୁଛି ପାକିସ୍ତାନ। ଏନେଇ ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦେଲେ ସୂଚନା। ପାକିସ୍ତାନ ଭାରତର ଗୁରୁଦ୍ୱାର…

ଡିଫେନ୍ସ କଣ ଆଉ ଏହାର କାମ କଣ , କେମିତି ଲାଗୁ କରିବେ ରାଜ୍ୟ ସରକାର

ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ। ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସିଭିଲ ଡିଫେନ୍ସ ନିୟମ ଅନୁଯାଇ ଜରୁରୀ କ୍ଷମତା ପ୍ରୟୋଗ କରି ପାରିବେ ରାଜ୍ୟ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜରୁରୀ…

ଜମ୍ମୁ ଉପରେ ପୁଣି ବଡ଼ ଆଟାକ୍‌ କଲା ପାକିସ୍ତାନ, ସେନାର ମୁହଁତୋଡ଼ ଜବାବ

ରାତି ବଢିବା ସହ ପାକିସ୍ତାନ ପକ୍ଷରୁ ପୁଣି ଥରେ ଜମ୍ମୁ ଓ କଶ୍ମୀର ଓ ଅନ୍ତର୍ଜାତୀୟ ସୀମାରେ ଥିବା ଅନ୍ୟାନ୍ୟ ରାଜ୍ୟ ଯେପରିକି ପଞ୍ଜାବ ଓ ରାଜସ୍ଥାନରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ ରକେଟ ଆକ୍ରମଣ ଆରମ୍ଭ କରାଯାଇଛି । ଭାରତୀୟ…

ଭାରତୀୟ ସେନା କବ୍ଜାରେ ୨ ପାକିସ୍ତାନୀ ପାଇଲଟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ…

ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ

ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ । S400 ପୋଖରାନରେ ମିସାଇଲ ମାରି ଖସାଇଲା ଭାରତ। ଆରଏସ୍‌ପୁରା, ଅରନିଆରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ । ସତବାରୀ ଏବଂ ସାମ୍ବାରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ। ପାକିସ୍ତାନର ୨ଟି ଫାଇଟର…

IPL 2025: ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ

ଆଇପିଏଲ ସସପେଣ୍ଡ । ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ । ଭାରତ-ପାକିସ୍ଥାନ ଉତ୍ତେଜନା ଭିତରେ ବିସିସିଆଇ ଏହି ବଡ ନିଷ୍ପତ୍ତି ନେଇଛି। ଏହି ଘଟଣା ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା…

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ।; ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ।ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହନ୍ତୁ। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଭାରତ…