Category: ନୂଆଦିଲ୍ଲୀ

ଜାତି ଭିତ୍ତିକ ଜନଗଣନା ଉପରେ କେନ୍ଦ୍ର କ୍ୟାବିନେଟରେ ଲାଗିଲା ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ (ସିସିପିଏ)ରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏବେ ଆଗାମୀ ଜନଗଣନାରେ ଜାତି ଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ…

ପହଲଗାମ୍ ଆକ୍ରମଣ: ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାକୁ ଥିବା ବେଳେ, ଏନେଇ କୌଣସି ଶୁଣାଣି କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ ପହଲଗାମ ଆତଙ୍କବାଦୀ ଆକ୍ରମଣର ନ୍ୟାୟିକ…

ଏବେ ସୁଦ୍ଧା ଭାରତ ଫେରିଲେ ୧୮୪୧, ପାକିସ୍ତାନ ଗଲେ ୯୨୬ ନାଗରିକ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ଭିସା ବାତିଲ କରିଦେଇଥିଲେ । ଏହା ସହିତ, ପାକିସ୍ତାନୀ ନାଗରିକମାନଙ୍କୁ ୨୯ ରୁ ୩୦ ଏପ୍ରିଲ ମଧ୍ୟରେ ଭାରତ ଛାଡି ପାକିସ୍ତାନ ଯିବାକୁ କୁହାଯାଇଥିଲା । ସେହି…

ପାକିସ୍ତାନ ପାଖରେ ୧୩୦ ପରମାଣୁ ହତିଆର, ଭାରତକୁ ଧମକାଇଲେ ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ଏଭଳି ସମୟରେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଶାହବାଜ ସରିଫଙ୍କ…

ଦେଶର ୫୨ତମ ସିଜେଆଇ ବନିବେ ବି.ଆର. ଗଭାଇ, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ ବି.ଆର. ଗଭାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ସୂଚନା ଅନୁଯାୟୀ, ଭୂଷଣ ରାମକୃଷ୍ଣ ଗଭାଇ ୧୪ ମେ ୨୦୨୫ରେ ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ଆଇନ ମନ୍ତ୍ରୀ…

ପାକ୍ ମନ୍ତ୍ରୀ କହିଲେ ଭାରତ ଆକ୍ରମଣ କରିବା ଥୟ, ଆମେ ସତର୍କ ରହିଛୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଜା ମହମ୍ମଦ ଆସିଫ ସୋମବାର ଦାବି କରିଛନ୍ତି ଯେ ଭାରତ ଆକ୍ରମଣ କରିବା ଥୟ। ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ…

ଲାଗିଲା ପ୍ରତିବନ୍ଧକ, ଆଉ ଚାରିଧାମ ଯାତ୍ରା କରିପାରିବେନି ପାକିସ୍ତାନୀ ହିନ୍ଦୁ

ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ କେନ୍ଦ୍ର ସରକାର ଆକ୍ରମଣ ସମ୍ପର୍କରେ ଆଉ…

ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ଣ୍ଣକାଳୀନ ଡାଇରେକ୍ଟର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ନିର୍ଦ୍ଦେଶକ ମଣ୍ଡଳୀ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ରିଲାଏନ୍ସ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଏକ ଫାଇଲିଂରେ କହିଛି ଯେ ମାନବ ସମ୍ବଳ, ନାମାଙ୍କନ ଏବଂ ପୁନଃନିର୍ମାଣ କମିଟିର ସୁପାରିଶ କ୍ରମେ…

PoKରେ ଲାଗିଲା ଏମରଜେନ୍ସି: ଚାରିଆଡେ ଭୟର ବାତାବରଣ

ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ, ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ନଜଣାଇ…

LoCରେ ନିର୍ମାଣ ହେଉଛି

ଶୁକ୍ରବାର ରାତିରୁ ଜମ୍ମୁ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଗୁଳିବର୍ଷା ଜାରି ରହିଥିବାରୁ ଏବେ ସୀମାବର୍ତ୍ତୀ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେନା ଓ ପ୍ରଶାସନ ପକ୍ଷରୁ ଅନେକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାମବାସୀମାନଙ୍କ ପାଇଁ…