Pahalgam Terror Attack:ଏବେ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ ପିଓକେ ଆଣିବାର ସମୟ ଆସିଛି
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବର୍ତ୍ତମାନ ସମସ୍ତ ବିରୋଧୀ ନେତା କେନ୍ଦ୍ର ସରକାରଙ୍କୁ ଯୁଦ୍ଧ ପାଇଁ ଉସ୍କାଉଛନ୍ତି। ଏଥିରେ ଟିଏମ୍ସି ଜୋର୍ସୋର୍ରେ ଲାଗି ପଡ଼ିଛି। ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାର ସମୟ ଆସିଯାଇଛି।…
