ନୋଏଡା ବିମାନବନ୍ଦରର ନାମ ବଦଳିବ! ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ନାମକୁ ୟୁପି କ୍ୟାବିନେଟ୍ର ମଞ୍ଜୁରି
ନୋଏଡା ବିମାନବନ୍ଦରର ନାମ ବଦଳିବ! ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ନାମକୁ ୟୁପି କ୍ୟାବିନେଟ୍ର ମଞ୍ଜୁରି ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜେୱାରଠାରେ ନିର୍ମିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ପାଇଁ ଯୋଗୀ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି…
