Category: ପୁରୀ

ରଥଯାତ୍ରା ପୂର୍ବରୁ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୬ଟି ବନ୍ଧୁକ ଜବତ

ପୂରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ଜଗିବେ, ଅପରାଧୀଙ୍କୁ ଧରିବେ ପୋଲିସ ।…

କୋଭିଡକୁ ନେଇ ବଢୁଛି ଡର; ଲକ୍ଷଣ ଥିଲେ ରଥଯାତ୍ରାକୁ ଯିବା ମନା

କୋଭିଡକୁ ନେଇ ଏବେ ସାରା ଦେଶରେ ଭୟ ବଢିଥିବା ବେଳେ ଆମ ରାଜ୍ୟରେ ବି ଜଣକ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି । ଯଦିଓ ସ୍ଥିତି ନିୟନ୍ତ୍ରଣରେ ଅଛି, ତେବେ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ…

ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡ଼ିବା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । “ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଶ୍ରୀମନ୍ଦିରରେ ଆଣ୍ଟି ଡ୍ରୋନ ଟେକନୋଲୋଜି ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ…

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧ ହଜାର ବସ୍, ବସ୍ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ଟଙ୍କାରେ ଖାଦ୍ୟ

ପୂରୀ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ । ଅନ୍ୟ ବସ୍ ଗୁଡ଼ିକୁ ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ଦିଆଯିବ। ପୁରୀକୁ ସାରା ରାଜ୍ୟରୁ ବସ ଗଡିବ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ…

ରଥଯାତ୍ରାରେ ଟ୍ରାଫିକ ପରିଚାଳନା ଉପରେ ପ୍ରାଧାନ୍ୟ, କୋଣାର୍କରୁ ପୁରୀରେ ଲାଗିବ କଟକଣା

କଟକ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ…

ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ

ପୂରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷିମନ୍ତ୍ରୀ। ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ।…

ବେଆଇନ ଓ୍ବାଟର ସ୍ପୋର୍ଟସ ସଂସ୍ଥାର ଟିକେଟ୍ କାଉଣ୍ଟର ଭାଙ୍ଗିଲା ପୁରୀ ପ୍ରଶାସନ

ପୂରୀ: ଗତକାଲି ପୁରୀ ସମୁଦ୍ରରେ ବଡ଼ ଅଘଟଣ ହୋଇଥିଲା । ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ। ଏହି ଘଟଣା ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ। ଆଜି…

ପୁରୀ ସମୁଦ୍ରରେ ବୁଡ଼ିଗଲେ ପୂର୍ବତନ କ୍ରିକେଟରଙ୍କ ବଡ଼ଭାଇ ଓ ଭାଉଜ

ପୂରୀ ସମୁଦ୍ରରେ ବୁଡ଼ିଗଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ। ପୁରୀ ସମୁଦ୍ରରେ ଓଲଟିପଡ଼ିଥିଲା ସ୍ପିଡ୍ ବୋଟ୍। ଉଭୟଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ। ସ୍ପିଡ୍ ବୋଟରେ ଥିଲେ ୪ ଜଣ ପର୍ଯ୍ୟଟକ। ହେଲେ ମହିଳା ଓ ପୁରୁଷ ଜଣକ କିଏ ଜଣା ପଡିନଥିଲା। ହେଲେ…

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ; NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ନିମନ୍ତ୍ରଣ ହୋଇଥିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । Post Views: 9

ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି,ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଅଧିକାରୀ

ଗତବର୍ଷ ରଥଯାତ୍ରା ଘଟଣା ଏବେଯାଏଁ କାହାରି ମନରୁ ଲିଭିନି। ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ୱିତୋଫାନ ହୋଇଥିଲା। ଆଉ ଏବେ ଯେହେତୁ ରଥଯାତ୍ରା ପାଖେଇ ଆସିଲାଣି,…