ଦୀର୍ଘ ୧ବର୍ଷ, ୩ମାସର ବ୍ୟବଧାନ ପରେ ବସିଥିବା ଅତାବିରା ପଂଚାୟତ ସମିତିର ସାଧାରଣ ବୈଠକ ଆଜି ଅଧିକାରୀ ଶୂନ୍ୟ
::ଦୀର୍ଘ ୧ବର୍ଷ, ୩ମାସର ବ୍ୟବଧାନ ପରେ ବସିଥିବା ଅତାବିରା ପଂଚାୟତ ସମିତିର ସାଧାରଣ ବୈଠକ ଆଜି ଅଧିକାରୀ ଶୂନ୍ୟ :: ବରଗଡ:୦୨/୦୯(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ବ୍ଲକ ପଂଚାୟତ ସମିତି ସଭା ଗୃହରେ ପଂଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ…
