Category: ଭୁବନେଶ୍ବର

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ ବିଶେଷ ଉପସ୍ଥାପନା: ଆଜିର ରାଶିଫଳ (୨୩ ଏପ୍ରିଲ୍ ୨୦୨୬, ଗୁରୁବାର) ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକମାନଙ୍କୁ ସୁପ୍ରଭାତ। ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜାଣନ୍ତୁ ସମସ୍ତ ୧୨ଟି ରାଶିର ସମ୍ପୂର୍ଣ୍ଣ ବିବରଣୀ, ଶୁଭ…

ବିରୋଧୀ ମହିଳାଙ୍କୁ ଅଧିକାରରୁ ବଞ୍ଚିତ କଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପିର ଜନ ଆକ୍ରୋଶ ମହିଳା ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ୧୭ ତାରିଖରେ ବିରୋଧୀ ଦଳ ମହିଳାଙ୍କୁ ଅଧିକାରରୁ ବଞ୍ଚିତ କଲେ ଏହା ମୋଦିଙ୍କ ପରାଜୟ ନୁହେଁ, ଏହା ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ମୋଦିଙ୍କ…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତଦ୍ୟୋୟ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି।…

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ୧୯୭୮ ତାଲିକା ସହ ମେଳ ଖାଉଛି ୨୦୨୬ ଗଣତିମଣତି: ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ପୁରୀର ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଚାଲୁଥିବା ତାଲିକାରେ ଏପର୍ଯ୍ୟନ୍ତ କୌଣସି ଅସଙ୍ଗତି ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।…

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ: ମୁଖ୍ୟମନ୍ତ୍ରୀ

ରାଉରକେଲା: ମାନ୍ୟବର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ଅବସରରେ ଆୟୋଜିତ ଆଦି ପରବ ୨୦୨୬ ତଥା ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ରଖିକହିଛନ୍ତି ଜୟ ଜଗନ୍ନାଥ ! ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ରାଜ୍ୟର ୨୭ଟି ଜିଲ୍ଲାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରାୟ ୧,୦୦୦ ଦମ୍ପତ୍ତି

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ସମଗ୍ର ରାଜ୍ୟରେ ଏକ ଐତିହାସିକ ସଫଳତା ହାସଲ କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଆଜି ଓଡ଼ିଶାର ୨୭ଟି ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୧,୦୦୦ ଦମ୍ପତ୍ତିଙ୍କର ବିବାହ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ ସ୍ୱତନ୍ତ୍ର: ଆଜିର ଦୈନିକ ରାଶିଫଳ ଦିନଟି ଆପଣଙ୍କ ପାଇଁ କିପରି କଟିବ ଏବଂ କେଉଁ ପ୍ରତିକାର ଦ୍ୱାରା ଅଶୁଭ ଖଣ୍ଡନ ହେବ, ଜାଣନ୍ତୁ ସମସ୍ତ ୧୨ଟି ରାଶିର ସମ୍ପୂର୍ଣ୍ଣ ବିବରଣୀ। ୧. ମେଷ (Aries) ୨. ବୃଷ…

ପ୍ରୋଟୋକଲ ଭାଙ୍ଗି ପିଲାଙ୍କ ସହ ହାତ ମିଶାଇ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି

ଝାରସୁଗୁଡ଼ା: ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମସ୍ଥଳକୁ ଯିବାବେଳେ ହନୁମାନ ବଟିକା ଛକରେ ପ୍ରୋଟୋକଲ ଭାଙ୍ଗିଛନ୍ତି ରାଷ୍ଟ୍ରପତି…

ମହାନଦୀ ବିବାଦ: ମେ ୨ରେ ପରବର୍ତ୍ତୀ ଶୁଣାଣି

କଟକ: ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ମହାନଦୀରେ କେତେ ଜଳ ସଂଗୃହୀତ ହେଉଛି ଜଣାଇବାକୁ କହିଥିଲେ । ତଥ୍ୟ ଦେବାକୁ କମ ସମୟ ଥିବାରୁ ଉଭୟ…

ମଇ ୯ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମଇ ମାସ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ…