Category: ଭୁବନେଶ୍ବର

ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସନ୍ତୁପ୍ତ ଓ ଦିଲ୍ଲୀପ ବିଜୟୀ – ସମସ୍ତ ବିଜୟୀ ସାଂସଦଙ୍କୁ ଜାଗ୍ରତ ଭାରତ ନ୍ୟୂଜ ପକ୍ଷରୁ ଶୁଭେଛା ଓ ଅଭିନନ୍ଦନ

ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ…

ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବେ ନବନିର୍ବାଚିତ ସାଂସଦ: ମୁଖ୍ୟମନ୍ତ୍ରୀ

ନବନିର୍ବାଚିତ ସାଂସଦ ଶ୍ରୀ ମନମୋହନ ସାମଲ, ଶ୍ରୀ ସୁଜିତ କୁମାର ଏବଂ ଶ୍ରୀ ଦିଲୀପ ରାୟ ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ। ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ଥିତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ ସଫଳତା…

ରାଜ୍ୟସଭା ନିର୍ବାଚନ – ବ୍ଲାଙ୍କ୍ ଚେକ୍ ଦେବା ଘଟଣା : ୪ ଗିରଫ

ଭୁବନେଶ୍ୱର : ବାଙ୍ଗାଲୋରରେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରୁଥିବା ସମସ୍ତ ୪ ଜଣଙ୍କୁ ବାଙ୍ଗାଲୁରୁ ପୋଲିସ ଗିରଫ କରିଛ। ଗିରଫ ହୋଇଥିବା ବ୍ୟକ୍ତି ହେଲେ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ପାଖଲୋକ ସୁରେଶ, ଓଡ଼ିଶାର ଜଣେ ପୂର୍ବତନ…

ଓଡିଶା ଠିକାଦାର ମହାସଂଘ ମିଳିତ ମଞ୍ଚର ଆନ୍ଦୋଳନର ସମାପ୍ତି

ଆଜି ତା ୧୪/୦୩/୨୦୨୬ ରିଖରେ ଓଡିଶା ଠିକାଦାର ମହାସଂଘ ମିଳିତ ମଞ୍ଚର ଏକ ପ୍ରେସ୍ ମିଟ୍ Dharanastala, Lower PMG ଠାରେ ଆୟୋଜନ କରାଯାଇଥିଲା | ଦୀର୍ଘ ୨୩ ଦିନ ଧରି ଠିକାଦାରମାନେ ରାଜରାସ୍ତା ରେ ଯେଉଁ ଆନ୍ଦୋଳନ ଚାଲିଥିଲା ଆଜି…

OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ

ଭୁବନେଶ୍ବର, ୧୬/୦୩ : ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ବା OUSSSCର ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ । ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ OUSSSC ଅଧ୍ୟକ୍ଷ…

ଆଜିର ରାଶିଫଳ (୧୬ ମାର୍ଚ୍ଚ ୨୦୨୬)

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କୁ ଶୁଭେଚ୍ଛା। ଆଜି ୧୬ ମାର୍ଚ୍ଚ ୨୦୨୬, ସୋମବାର, ଫାଲ୍ଗୁନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ। ଆଜିର ରାଶିଫଳ (୧୬ ମାର୍ଚ୍ଚ…

ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ହୋଇଛି। ପ୍ରବଳ ପବନ ‌ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ମୟୂରଭଞ୍ଜଜିଲ୍ଲାକରଞ୍ଜିଆ ବ୍ଲକ କିଆପାଣପଶିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମଳିଛି। ଏଠାରେ…

ଡିଜିପିଙ୍କ ନିକଟରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ରବିବାର ଏକାସାଙ୍ଗରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଓ୍ବାଇ୍‌.ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ମାଓବାଦୀଙ୍କ ପାଇଁ…

ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ। ଘୋଡା ବେପାର ଏବଂ କ୍ରସ ଭୋଟିଂ ମଧ୍ୟରେ ଆସନ୍ତାକାଲି ଭୋଟ୍ ଦେବେ ସବୁ ଦଳର ବିଧାୟକ । ତେବେ ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ…

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ:ମୈଦାନରେ ଅଛନ୍ତି ୫ ଯୋଦ୍ଧା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଯୋଦ୍ଧା। ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ ରୋଚକ ଲଢ଼େଇ ଉପରେ ଏବେ ସମସ୍ତଙ୍କର ନଜର ଅଟକିଛି।ଚତୁର୍ଥ ସିଟରେ ଦିଲ୍ଲୀପ ରାୟ ଓ…