ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ; ୫ ଗିରଫ
ଭୂବନେଶ୍ବର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ। ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରିଛି ପୋଲିସ । ୨୫୪ ଗ୍ରାମ୍ ବ୍ରାଉନ୍ସୁଗାର ସହ ତିନୋଟି ବାଇକ୍ ଓ ୩ ହଜାର ଟଙ୍କା ଜବତ କରିଛି ପୋଲିସ । ପୋଲିସ…
ଭୂବନେଶ୍ବର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ। ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରିଛି ପୋଲିସ । ୨୫୪ ଗ୍ରାମ୍ ବ୍ରାଉନ୍ସୁଗାର ସହ ତିନୋଟି ବାଇକ୍ ଓ ୩ ହଜାର ଟଙ୍କା ଜବତ କରିଛି ପୋଲିସ । ପୋଲିସ…
ଭୁବନେଶ୍ୱର – ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି ଆଜି କହିଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ମନମୋହନ ସାମଲ…
ଭୂବନେଶ୍ୱର, ୦୯/୦୭ : ଦୁଇଦିନ ଧରି ହୀରାକୁଦ ବନ୍ଧର ୨୦ଟି ଗେଟ୍ ଖୋଲା ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍କୁ ବନ୍ଦ କରାଯାଇଛି । ବର୍ତ୍ତମାନ ୧୬ ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ୍ ବାମପଟର…
ଭୂବନେଶ୍ୱର, ୦୯/୦୭ : ରାଜ୍ୟ ବିଜେପିକୁ ସଭାପତି ମିଳି ସାରିଛି । ଆଉ ରାଜ୍ୟରେ ମଧ୍ୟ ଖୁବଶୀଘ୍ର ମନ୍ତ୍ରୀଣ୍ଡଳ ସମ୍ପ୍ରସାରଣ ହେବ । ମୋହନ ସରକାରଙ୍କ ଟିମରେ ଥିବା ସଦସ୍ୟଙ୍କ ବଢ଼ିବ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି…
ଭୂବନେଶ୍ୱର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନମୋହନ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା…
ଭୂବନେଶ୍ୱର: ରାଜ୍ୟ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ୪ଟି ସବ୍ ଜେଲ୍କୁ ବନ୍ଦ କରି ନିକଟସ୍ଥ ଜିଲ୍ଲା ଜେଲରେ ମିଶ୍ରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଯୋଜନାରେ ସଂଶୋଧିତ ସୁବିଧାଗୁଡ଼ିକୁ ନିକଟବର୍ତ୍ତୀ ଜେଲ୍ ସହିତ ମିଶ୍ରଣ କରିବା ଏବଂ…
କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣାରେ ୨ ଯୁବକଙ୍କୁ ଗିରଫ କଲା ବନବିଭାଗ । ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କରାଯାଇଛି । ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବରଗଡ ଡିଏଫଓ…
‘ସମ୍ବିଧାନ ବଞ୍ଚାଅ ସମାବେଶ’ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକ ନିଯୁକ୍ତ ଭୂବନେଶ୍ୱର: ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକମାନଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ…
ଵରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି।ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ…
ଭୂବନେଶ୍ୱର: ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଡ୍ରାଇଭର ମହାସଂଘ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି । ଓଡ଼ିଶା ଡ୍ରାଇଭର ମହାସଂଘ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ…