ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼, ଏସଟିଏଫକୁ ନୋଡାଲ୍ ଏଜେନ୍ସି ଦାୟିତ୍ବ
ଭୂବନେଶ୍ୱର: ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼। ଏସଟିଏଫକୁ ନୋଡାଲ୍ ଏଜେନ୍ସି ଦାୟିତ୍ବ ନେଇ ଡିଆଇଜି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ।…
