Category: ଭୁବନେଶ୍ବର

୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ…

ଡାକୋଟା ବିମାନ ପରିଦର୍ଶନ କଲେ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ

ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ରଖାଯାଇଥିବା ଡାକୋଟା ବିମାନ ପରିଦର୍ଶନ କରିଛନ୍ତି। @SSEPD2 ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ @CTOdisha ପ୍ରମୁଖ ଶାସନ ସଚିବ ଶ୍ରୀମତୀ…

ବିଦ୍ୟୁତ ଚାଳିତ ଯାନ କ୍ରୟ ରେ ରିହାତି ବୃଦ୍ଧି କଲେ ସରକାର

ବିଦ୍ୟୁତ ଚାଳିତ ଯାନ କ୍ରୟ କରିବାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ରାଜ୍ଯ ସରକାର ସବ୍‌ସିଡି ରାଶି ପରିମାଣ ବୃଦ୍ଧି କରିଛନ୍ତି। ନୂତନ ନୀତି ଅନୁସାରେ ଦୁଇ ଚକିଆ ଯାନ ପାଇଁ ସର୍ବାଧିକ ୨୦ ହଜାର ଟଙ୍କା, ତିନି ଚକିଆ ପାଇଁ…

ଅନୁକମ୍ପା ମୂଳକ ସହାୟତା ଘୋଷଣା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ମାଣିଆ ଘାଟରେ ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।…

ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ…

ନାବାଳିକାକୁ ଅପହରଣ କରି ନାବାଳକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ମାସରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମ କରି ଅପହରଣ କରି ରଖିଥିବା ଅଭିଯୋଗରେ ନାବାଳକ ଗିରଫ ହୋଇଛି।ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳକ ପ୍ରେମ କରି ଫୁଶୁଳେଇ ଜଣେ…

ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ

ଏଣିକି ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ ମେ ୧୫ରୁ ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ। ସୋମବାର, ବୁଧବାର ଓ ଶୁକ୍ରବାର ଯିବ ବିମାନ। ଭୁବନେଶ୍ଵରରୁ ସିଧାସଳଖ ଦୁବାଇକୁ ଉଡ଼ିବାର ସୁବିଧା ମିଳିବ । Post Views:…

ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି। ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ।…

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଷ୍ପସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୁବନେଶ୍ୱର ଠାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉପଲକ୍ଷେ ମାନ୍ୟବର…

ଅଜି ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ରାଜ୍ୟର ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ। କୋରାପୁଟ, ବଲାଙ୍ଗୀର, ସମ୍ବଲପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାର ରୂପାନ୍ତରିତ ହାଇସ୍କୁଲ ଏଥିରେ ଅନ୍ତର୍ଭୁକ୍ତ।…