Category: ଭୁବନେଶ୍ବର

ସହିଦ ହୋଇଛନ୍ତି ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ

ଭୁବନେଶ୍ୱର: ଜମ୍ମୁକାଶ୍ମୀର ପୁଞ୍ଚରେ ଓଡିଆ ଯବାନ ସହିଦ ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ୱାଳ । ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ । ଦେବାଶିଷଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ…

ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ

ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲ ଛକ ସ୍ଥିତ ଡଃ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଛି। ସାଂସଦ ଶ୍ରୀ ମୁନ୍ନା ଖାଁ ଏବଂ @IPR_Odisha ନିର୍ଦେଶକ ଶ୍ରୀ…

୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏହି ୩ଟି କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି।…

ସରକାରୀ ଜାଗାରେ ଥିବା ମହିଳା ସମିତି ଗୃହ ଭାଙ୍ଗି ସରକାର ଅନଧିକାର ପ୍ରବେଶ ନିଷେଧ ବୋର୍ଡ ମାରିଲେ

ସରକାରୀ ଜାଗାରେ ଥିବା ମହିଳା ସମିତି ଗୃହ ଭାଙ୍ଗି ସରକାର ଅନଧିକାର ପ୍ରବେଶ ନିଷେଧ ବୋର୍ଡ ମାରିଲେ ଭୁବନେଶ୍ୱର, ରାଜଧା ନୀର 35ନମ୍ବର ୱାର୍ଡରେ ଥିବା ମା ଭୁବନେଶ୍ୱରୀ ମହିଳା ସମିତି ଗୃହକୁ ବିଡିଏ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ସମ୍ପୂର୍ଣ ଭାବେ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଅନୁଗୁଳ ଏନର୍ଜି ପକ୍ଷରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍‌ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ…

ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅନୁଗୋଳ ଉପଜିଲ୍ଲାପାଳ ବାଇଦୁର ଦୀପ ନେତୃତ୍ଵରେ ଆଜି ଏକ ମଲ୍ଟି ସ୍କ୍ୱାର୍ଡ ଗଠନ କରାଯାଇ ଥିଲା। ରାସ୍ତାରେ ବେଆଇନ ପାର୍କିଂ, ଟ୍ରାଫିକ୍ ସମସ୍ୟା ପେଟ୍ରୋଲ ପମ୍ପ,…

ବିଜୁ ପଟ୍ଟନାୟକଙ୍କ ରାଜ୍ଯସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳିତ

ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ଯସ୍ତରୀୟ ଶ୍ରାଦ୍ଧୋତ୍ସବରେ ଆଭାସୀ ମାଧ୍ୟମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡ଼ିଶାର ବିକାଶର ଇତିହାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ରାଜପଥ ଅବରୋଧ ।

ଢେଙ୍କାନାଳ କଲେଜ ବାଇପାସ୍ ଛକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧକୁ ଆଜି,ସାଂସଦଙ୍କ ଦ୍ଵାରା ୧ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି। ଜାତୀୟ ରାଜପଥର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଏହାର…

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତ୍ତର ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ…

ବନାଗ୍ନି ପ୍ରଶମନ ନିମନ୍ତେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ବିଗତ କିଛି ଦିନର ବର୍ଦ୍ଧିତ ବନାଗ୍ନି ପ୍ରଶମନ କରିବା ପାଇଁ ଏକ ଜରୁରୀକାଳୀନ ବୈଠକ @ForestDeptt ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏବେସୁଦ୍ଧା ଘଟିଥିବା ୨୯୭୭୧ ବନାଗ୍ନି ମଧ୍ଯରୁ ୯୮% ପ୍ରଶମନ କରାଯାଇଛି।…