Category: ଭୁବନେଶ୍ବର

ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ଯ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ଯ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରାଧ୍ୟାପକ ପଦବୀ ସୃଷ୍ଟି ଓ ନିଯୁକ୍ତି…

ଅପ୍ରେଲ ୧୧ ତାରିଖରୁ ସକାଳ ସ୍କୁଲ 

ଅପ୍ରେଲ ୧୧ ତାରିଖରୁ ସକାଳ ସ୍କୁଲ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩ – ୨୪ରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ…

“ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ” ସ୍ଥାପନ କରିବାକୁ ଘୋଷଣା

“ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ” ସ୍ଥାପନ କରିବାକୁ ଘୋଷଣା 1. ରାଜ୍ୟ ସରକାର ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ ନିମନ୍ତେ ନୀତିଗତ ନିଷ୍ପତି ନେଇଛନ୍ତି । ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଶାବାସୀଙ୍କ ପାଇଁ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବା ।…

ଓଡ଼ିଶା ପତ୍ରକାର ସଂଘର ନିର୍ବାଚନ: ଅବିନାଶ ସଭାପତି ଓ ହର ପ୍ରସାଦ ଉପ-ସଭାପତି

ଓଡ଼ିଶା ପତ୍ରକାର ସଂଘର ନିର୍ବାଚନ: ଅବିନାଶ ସଭାପତି ଓ ହର ପ୍ରସାଦ ଉପ-ସଭାପତି ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆଇନ କରନ୍ତୁ – ନବ ନିର୍ବାଚିତ କର୍ମକର୍ତ୍ତା ଭୁବନେଶ୍ୱର – ଓଡ଼ିଶା ପତ୍ରକାର ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି…

୪ ଚୋର ସମେତ ପାଞ୍ଚ ନାବାଳକ ଗିରଫ

ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।…

ବିଶ୍ୱର ଇସ୍ପାତ କେନ୍ଦ୍ର ହେବ ଓଡିଶା

ବିଶ୍ୱର ଇସ୍ପାତ କେନ୍ଦ୍ର ହେବ ଓଡିଶା। ରାଜ୍ୟରୁ ବାର୍ଷିକ ଅନ୍ୟୁନ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରୁଛନ୍ତି। ଆର୍ଥିକ ବିକାଶ ସହ ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ଏହି ଉଦ୍ଦେଶ୍ଯ ନେଇ ମାନ୍ୟବର…

ନିପ୍ପନ ଷ୍ଟିଲର ପୁଞ୍ଜି ବିନିଯୋଗ ହେବ ଓଡ଼ିଶାରେ

ଭୁବନେଶ୍ୱର : ଓଡ଼ିଶାରେ ହେବ ନିପ୍ପନ ଷ୍ଟିଲର ମେଗା ଷ୍ଟିଲ୍ ପ୍ଲାଣ୍ଟ । ଟୋକିଓରେ ନିପ୍ପନ ଷ୍ଟିଲ୍ ମୁଖ୍ୟ ଏଇଜି ହାସିମୋତୋଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରୁ ଛୁଟିବ ନିବେଶର ସୁଅ…

ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ।

ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ୨ଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତାଦେଖା । ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ୨୩ରୁ ମେ’ ୭ ଦ୍ୱିତୀୟ ପର୍ଯ୍ୟାୟ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେବ…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକକାରୀଙ୍କୁ ନବୀନ କରିବେ ନିମନ୍ତ୍ରଣ ।

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକକାରୀଙ୍କୁ ନବୀନ କରିବେ ନିମନ୍ତ୍ରଣ । ଭୁବନେଶ୍ବର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ…

ଆସନ୍ତା ୯ରେ ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ରେ ‘ପାରିକରିବେ ଭୋଳାଶଙ୍କର

ଆସନ୍ତା ୯ରେ ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ରେ ‘ପାରିକରିବେ ଭୋଳାଶଙ୍କର ୨’ ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ । ‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ଏହି ଫିଲ୍ମ । ଡାକ୍ତର ପ୍ରଭାକର…