Category: Crime

ଅପରେସନ ସାଇବର କବଚ: ୧୮୧୧୯ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୬୨ ଜଣ ଅଭିଯୁକ୍ତ ଗିରଫ

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି.…

ସ୍ଥାନୀୟ ଯୁବକଙ୍କ ଉନ୍ମୂତ କାଣ୍ଡ, ସୁରକ୍ଷାକର୍ମୀକୁ ଧକ୍କାଦେଇ କ୍ଷତାକ୍ତ କଲା

ସ୍ଥାନୀୟ ଯୁବକଙ୍କ ଉନ୍ମୂତ କାଣ୍ଡ, ସୁରକ୍ଷାକର୍ମୀକୁ ଧକ୍କାଦେଇ କ୍ଷତାକ୍ତ କଲା। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସ୍ଥାନୀୟ ଯୁବକ ବେପରୁଆ ଢ଼ଙ୍ଗରେ ଗାଡ଼ି…

ଭୁବନେଶ୍ୱରରେ ୫ଟି ସ୍ଥାନରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ

ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ଥାନରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ କରିଛି । ଅର୍ଥ ହେରଫେର୍ ଏବଂ ଜମି ଜାଲିଆତି ନେଇ ସକାଳୁ ସକାଳୁ ବଡ଼ ଧରଣର ଚଢ଼ଉ କରାଯାଇଛି । ହାଇଟେକ୍ ମେଡ଼ିକାଲ କଲେଜ ଓ ଭାରତୀୟ ବିଜ୍ଞାନ ବିକାଶ…

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ଵର: ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଉପରେ ଚଢ଼ାଉ କରି…

ଖଣି ଅଧିକାରୀଙ୍କ ଘରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ

ଏକ ବଡ଼ ଦୁର୍ନୀତି ବିରୋଧୀ ଅଭିଯାନରେ, ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଟ୍ରଲି ବ୍ୟାଗ୍‌ରୁ ଏହି ଟଙ୍କା…

୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ଖଣି ଅଧିକାରୀ ଦେବବ୍ରତ ମହାନ୍ତି

ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକ ହେଲେ ଦେବବ୍ରତ ମହାନ୍ତି । ସେ ଜନୈକ ବ୍ୟବସାୟୀଙ୍କଠାରୁ…

ଅନୁଗୋଳ ବନ ବିଭାଗର ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ ସଫଳ କମ୍ବିଂ ଅପରେସନ

ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ ସଫଳ କମ୍ବିଂ ଅପରେସନ:୨୪ ଫେବୃଆରୀ ୨୦୨୬ ରେ, ଅନୁଗୁଳ ବନ ବିଭାଗର ସମସ୍ତ ରେଞ୍ଜରେ ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ କମ୍ବିଂ ଅପରେସନ ସଫଳତାର ସହ ସମ୍ପାଦିତ ହୋଇଥିଲା। ଶ୍ରୀ ନୀତିଶ କୁମାର, ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ),…

ଡେରିରେହେଲେମଧ୍ୟ ଆକ୍ସନ ମୋଡରେ ବଡ଼ବିଲପୋଲିସ୍ ଚାରିଜଣ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ୍

ଡେରିରେହେଲେମଧ୍ୟ ଆକ୍ସନ ମୋଡରେ ବଡ଼ବିଲପୋଲିସ୍ ଚାରିଜଣ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ସାଇବର ଅପରାଧ ରେ ଜଡିତ ଚାରି ଜଣ ସାଇବର ଅପରାଧଙ୍କୁ ବାନ୍ଧିଲା ବଡ଼ବିଲ ପୋଲିସ୍,…

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣା ରେ : ୩ ଶିକାରୀ ଗିରଫ : ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣା ରେ : ୩ ଶିକାରୀ ଗିରଫ : ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର ବାଲିଗୁଡା, ତା, ୨୨/୨(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ପିଇଓ

ଲାଞ୍ଚ ନେବାବେଳେ ବ୍ଲକ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ । ଟାଙ୍ଗୀ ଚୌଦ୍ୱାର ବ୍ଲକ କର୍ମଚାରୀ ଭାରତ ଭୂଷଣ ମିଶ୍ର । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଭଟିମୁଣ୍ଡା ଗ୍ରାମ ପଞ୍ଚାୟତ ପିଇଓ ଅଛନ୍ତି ଭାରତ…