Category: Crime

୭୧୩ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ପୋଚ ଜବତ, ୭ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୭୧୩ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ପୋଚ ଜବତ କରିଛି ଅବକାରୀ ବିଭାଗ । ଆଜି ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ପାଟକୁରା, ମାର୍ଶାଘାଇ, ଜମ୍ବୁ ମେରାଇନ୍ ଓ ମହାକାଳପଡ଼ା ଥାନା…

୨ଆନ୍ତଃଜିଲ୍ଲା ଏଟିଏମ ଲୁଟେରା ଗିରଫ; ୩ ଲକ୍ଷ ଟଙ୍କା, ସୁନା ଜବତ

ଆଠଗଡ : ସିନିୟର ସିଟିଜେନଙ୍କୁ ଲୁଟୁଥିଲେ ଲୁଟେରା । ସେହି ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁକଲା ଆଠଗଡ ପୋଲିସ। କଟକ ଆଠଗଡ ପୋଲିସଙ୍କ ହାତରେ ଧରା ପଡିଲେ ୨ଆନ୍ତଃଜିଲ୍ଲା ଏଟିଏମ ଲୁଟେରା । ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା, ୯…

ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ଜାଗାରେ ଚଢ଼ାଉ

ଧର୍ମଶାଳା ABDOଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ଅତିରିକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଯାଜପୁର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି…

ଚିଚିଆ ଗ୍ରାମ ରେ ଏକ ଯୁବକକୁ ହତ୍ୟା, ସନ୍ଦେହ ଘେର ରେ ଗୋଲାମୁଣ୍ଡା ପୁଲିସ

ଚିଚିଆ ଗ୍ରାମ ରେ ଏକ ଯୁବକକୁ ହତ୍ୟା, ସନ୍ଦେହ ଘେର ରେ ଗୋଲାମୁଣ୍ଡା ପୁଲିସ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଚିଚିଆ ଗ୍ରାମର ଏକ ଘର ସମ୍ମୁଖରେ ମୃତ ଦେହ ଉଦ୍ଧାର କରିଛି ପୋଲିସ।…

ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ଭିଜିଲାସନ୍ସ ଦ୍ୱାରା ଗିରଫ ହୋଇ ଜେଲ ଗଲେ ଡେପୁଟି ରେଞ୍ଜରଙ୍କ ସମେତ ୪ କର୍ମଚାରୀ

ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ଭିଜିଲାସନ୍ସ ଦ୍ୱାରା ଗିରଫ ହୋଇ ଜେଲ ଗଲେ ଡେପୁଟି ରେଞ୍ଜରଙ୍କ ସମେତ ୪ କର୍ମଚାରୀ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନ ଜୟପଟଣା ରେଞ୍ଜର କାମ୍ପା ଫଣ୍ଡ ଦୁର୍ନୀତି )ଭବାନୀପାଟଣା, ତା ୧୩। ୦୫। ୨୫କଳାହାଣ୍ଡି ଜିଲ୍ଲା…

ବନୀକରଣ ନାଁରେ ସରକାରୀ ପାଣ୍ଠି ଆତ୍ମସାତ; ୪ ବନ ଅଧିକାରୀ ଗିରଫ

ଭୂବନେଶ୍ୱର: ୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି । କଳାହାଣ୍ଡି ଜୟପାଟଣା ରେଞ୍ଜରେ ର୍ଦୁନୀତି ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବନୀକରଣ ଦୁର୍ନୀତି ଅଭିଯୋଗରେ ୪ ବନ ଅଧିକାରୀ ଗିରଫ ହୋଇଛନ୍ତି। ପ୍ରାୟ ୮୦…

ପୋଲିସକୁ ବଡ଼ ସଫଳତା; ୨୦ଅପରାଧୀ ଗିରଫ,୮ ବନ୍ଧୁକ ଜବତ

ଗଞ୍ଜାମ:ଆଜି ଗଞ୍ଜାମ ପୋଲିସ ପୋଲସରା,ଆସିକା, କୋଟିନଡା ଓ ହିଞ୍ଜିଳି ଥାନା ଅଂଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୮ ବନ୍ଧୁକ ଓ ୩୧ଟି ଗୁଳି, ୧୨ଟି ଖୋଖା ଜବତ ଜବତ ହୋଇଛି। ଜିଲ୍ଲାରେ ଅପରାଧୀଙ୍କୁ ଦମନ ଓ…

ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

ଭୂବନେଶ୍ୱର: ରାଜଧାନୀରୁ ଆଜି ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ୍ ଟିମ୍ । ଏହି ମାମଲାରେ ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରାଯାଇଛି…

ତାଳଚେରରେ ବଡ଼ଧରଣର ଡ଼କାୟତି : ୨ଗିରଫ

ତାଳଚେରରେ ବଡ଼ଧରଣର ଡ଼କାୟତି : ୨ଗିରଫ ତାଳଚେର, ୦୪- ୦୫/୦୫ ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଂଚଳର ଅଶୋକ ଦାସଙ୍କ ଘରୁ ଗତ ବୁଧବର ସନ୍ଧ୍ୟାରେ ଏକ ବଡ଼ ଧରଣର ଡ଼କାୟତି ହୋଇଥିଲା । ପରିବାର ଲୋକ ଏକ ବିଭାହ ଉତ୍ସବରେ…

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପିତା

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପିତା ତାଳଚେର, ୦୪/୦୫ ତାଳଚେର ଉପଖଣ୍ଡ ଶିବରାମପୁର ଗ୍ରାମ ନିକଟସ୍ଥ ଜଳଙ୍ଗଲରୁ ଆଜି ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହିତ ସେହି ନିକଟରୁ ଏକ ସ୍କୁଟି…