Category: Crime

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ଵାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ…

ଏସଟିଏଫ୍ ପଞ୍ଝାରେ ବ୍ରାଉନ ସୁଗର ବେପାରୀ, ୩୩୦ ଗ୍ରାମ ଧଳା ଜହର ଜବତ

ଭୂବନେଶ୍ୱର: ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ୍ ର ଏକ ଟିମ୍ ରସୁଲଗଡର ପାଣ୍ଡରା ରାସ୍ତାରୁ ବ୍ରାଉନ ସୁଗର ବେପାରୀ ପ୍ରକାଶ ସେଠୀକୁ ଗିରଫ କରିଛନ୍ତି । ପ୍ରକାଶ ନିକଟରୁ ୩୩୦ ଗ୍ରାମର…

୧୨ କୁଖ୍ୟାତ ଅପରାଧୀ ଗିରଫ ୬ ବନ୍ଧୁକ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ସ୍ପେଶାଲ୍‌ ଡ୍ରାଇଭରେ ୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୬ଟି ବନ୍ଧୁକ ଜବତ କରିବା ସହ ୧୨ଟି ଜୀବନ୍ତ ଗୁଳି, ୫ଟି ଖଣ୍ଡା ଓ ଶାବଳ ଜବତ କରିଛି…

ଟ୍ରାକ୍ଟରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

ଟ୍ରାକ୍ଟରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍ ଗୋଲାମୁଣ୍ଡା/୨୨/୫/୨୫/ଟ୍ରାକ୍ଟରରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଟ୍ରାକ୍ଟରକୁ ଜବତ ହୋଇ ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି, ଏ…

ଫିଲ୍ମ ଷ୍ଟାଇଲରେ ଆସି ବୋମାଫୁଟାଇ ଲୁଟିନେଲେ ଦୁଇଲକ୍ଷରୁ ଉର୍ଦ୍ଧଟଙ୍କା ଓ କର୍ମଚାରୀଙ୍କ ପର୍ସ ଓ ମୋବାଇଲ୍

ଫିଲ୍ମ ଷ୍ଟାଇଲରେ ଆସି ବୋମାଫୁଟାଇ ଲୁଟିନେଲେ ଦୁଇଲକ୍ଷରୁ ଉର୍ଦ୍ଧଟଙ୍କା ଓ କର୍ମଚାରୀଙ୍କ ପର୍ସ ଓ ମୋବାଇଲ୍। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଫିଲ୍ମ ଷ୍ଟାଇଲରେ ଆସି ବୋମା ଫୁଟାଇ ଲୁଟିନେଲେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ କର୍ମଚାରୀର…

ସନ୍ଦିଗ୍ଧଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲା ପୋଲିସ୍‌, ୨ ଜଣ ହେଲେ ବନ୍ଧା

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପୁଲିସ ଏକ ମିଳିତ ଅପରେସନ୍‌ରେ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଏମାନେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ୨ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ନିବାସୀ।…

ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ପୁଣି ଗାଡ଼ି ଚାଳକକୁ ଆକ୍ରମଣ କରି ଲୁଟିନେଲେ

ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ପୁଣି ଗାଡ଼ି ଚାଳକକୁ ଆକ୍ରମଣ କରି ଲୁଟିନେଲେ ।କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ରରେ ରାଜପଥ ଲୁଟରାଙ୍କ ଆତଙ୍କରାଜ୍, ପୁଣି ଜଣେ ଗାଡ଼ି ଚାଳକକୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଲୁଟିନେଇଗଲେ ପର୍ସ। ସୂଚନା ଅନୁଯାୟୀ କେନ୍ଦୁଝର…

ନକଲି ସବଇନ୍ସପେକ୍ଟର ଗିରଫମଦ ଦୋକାନରୁ ବଟି ମାଗୁଥିଲା – ହେଲମେଟ୍‌ ଯାଞ୍ଚ ଆଳରେ ଟଙ୍କା ନେଉଥିଲା – ଖସିଗଲେ ନକଲି କନଷ୍ଟେବଳ

ନକଲି ସବଇନ୍ସପେକ୍ଟର ଗିରଫମଦ ଦୋକାନରୁ ବଟି ମାଗୁଥିଲା ହେଲମେଟ୍‌ ଯାଞ୍ଚ ଆଳରେ ଟଙ୍କା ନେଉଥିଲା ଖସିଗଲେ ନକଲି କନଷ୍ଟେବଳ ମହୀଧରପୁର,୧୮ା୫:ଅନୁଗୋଳ ଜିଲା ସଦର ଥାନା ଅଧିନରୁ ଜଣେ ନକଲି ସବଇନ୍ସପେକ୍ଟର ଗିରଫ ହୋଇଛି। ମହୀଧରପୁର ଫାଣ୍ଡି ଅଧିନରେ ଥିବା ଏକ ମଦ…

ବଡ଼ ଭାଇଙ୍କ ଟାଙ୍ଗୀଆ ଚୋଟରେ ସାନ ଭାଇର ଘଟଣାସ୍ଥଳରେ ମୃତ୍ୟୁ

ବଡ଼ ଭାଇଙ୍କ ଟାଙ୍ଗୀଆ ଚୋଟରେ ସାନ ଭାଇର ଘଟଣାସ୍ଥଳରେ ମୃତ୍ୟୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ ଗ୍ରାମରେ ଆଜି ଏକ ବଡ ଅଭାବନୀୟ ଘଟଣା ଘଟିଛି।କଥାରେ ଅଛି ଭାଠରୁବଡଶତୃ ଦୁନିଆରେନାହି, ଭାଇଠାରୁବଡମିତ୍ର ଦୁନିଆରେ ନାହଁ,ସେହି ଭାଇ ଦିନେ ହତଚାଲିବା…

ଆଇରନ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ

ଆଇରନ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଇରନ ଚୋରି ଘଟଣାରେ ଜଡ଼ିତ ଦୁଇ ଜଣଙ୍କୁ ଗିରଫ କରିଛି ବଡ଼ବିଲ…