Category: Crime

ଶିବ ମନ୍ଦିରରୁ ଚୋରୀ ଅଭିଯୁକ୍ତ ଆସାମୀକୁ ୩ବର୍ଷ ଜେଲ

ଶିବ ମନ୍ଦିରରୁ ଚୋରୀ ଅଭିଯୁକ୍ତ ଆସାମୀକୁ ୩ବର୍ଷ ଜେଲ ଦଣ୍ଡାଦେଶ ସୁଣାଇଲେ ମାନ୍ୟବର ଅଦାଲତ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ଶିବ ମନ୍ଦିରରୁ ଚୋରି ମାମଲାର ବିଚାର କରି ମାନ୍ୟବର ଚମ୍ପୁଆ ଏସଡିଜେଏମ ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ…

ଏଡିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ଏତିକି ସମ୍ପତ୍ତି

କୋରାପୁଟ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ୭ଟି ଠିକଣାରେ ଜୟପୁର ଭିଜିଲାନ୍ସ…

ଚୋରି ବାଇକ୍ ଜବତ ସହ ଦୁଇ ଗିରଫ

ବରଗଡ:୧୩/୨(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ଗତ ମଙ୍ଗଳବାର ଚୋରି ହୋଇଥିବା ଏକ ବାଇକ୍‌(ନଂ-ଓଡି ୧୭ ଏସ୍‌ ୧୫୭୯)କୁ ପୋଲିସ ଜବତ କରିବା ସହିତ ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ…

ଦିବା ଲୋକ ରେ ମହିଳାଙ୍କ ବେକରୁ ଲୁଟିନେଲେ ସୂନା ଚେନ ଦୁର୍ବୁତ୍ତ

ଦିବା ଲୋକରେ ମହିଳାଙ୍କ ବେକରୁ ଲୁଟିନେଲେ ସୂନା ଚେନ ଦୁର୍ବୁତ୍ତ ଜଗତସିଂହପୁର ତା =13/2/25ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ପଞ୍ଚାୟତ କାଁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି |କାଁପୁର ଗ୍ରାମର ପଣ୍ଡା ସାହି ଛକରେ ଅନେକ ବର୍ଷ ହେବ ସ୍ନେହମୟୀ ପଣ୍ଡା…

ଖୁଡୀ ଝିଆରୀଙ୍କୁ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ

ଖୁଡୀ ଝିଆରୀଙ୍କୁ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତ ର ଭାଗବତପୁର ଗ୍ରାମରେ ସନ୍ଧ୍ୟା ସମୟରେ ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଅଭିଯୋଗ। ଲୁଟ ର…

ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼

ଅନୁଗୋଳ : ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼। ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ। ନାବାଳକ ଜଂଘରେ ବାଜିଛି ଗୁଳି। ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି: ୨୫ ହଜାର କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ

ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି: ୨୫ ହଜାର କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି ଅନୁରୂପ ୨୦୨୪ ମସିହାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମେତ ଦେଶର ସମସ୍ତ…

ମଦୁଆ ପୁଅକୁ ମଦ ପିଇବାକୁ ବାପା ପଇସା ନଦେବାରୁ ବାପାକୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

ମଦୁଆ ପୁଅକୁ ମଦ ପିଇବାକୁ ବାପା ପଇସା ନଦେବାରୁ ବାପାକୁ ଠେଙ୍ଗାରେ ପିଟି ମାରିଦେଲା ପୁଅ ମଦୁଆ ପୁଅକୁ ମଦ ପିଇବାକୁ ବାପା ପଇସା ନଦେବାରୁ ମଦୁଆ ପୁଅ ବାପାକୁ ଠେଙ୍ଗା ରେ ପିଟି ମାରିଦେଲା।ନିଶାସକ୍ତ ପୁଅର ଠେଗାଂ ମାଡରେ ବାପା…

ଖଣିମାଫିଆ ମାନଙ୍କ ପାଇଁ ଯୋଡ଼ା ଖଣି ମଣ୍ଡଳ ଭୂସ୍ବର୍ଗ

ଖଣିମାଫିଆ ମାନଙ୍କ ପାଇଁ ଯୋଡ଼ା ଖଣି ମଣ୍ଡଳ ଭୂସ୍ବର୍ଗ ପାଲଟିଥିବା ମନେହୁଏ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଅହେତୁକ ମାତ୍ରାରେ ବିଭିନ୍ନ ପ୍ରକାରର ଖଣିଜସମ୍ପଦ ଭରି ରହିଛି। ଯାହାକୁ ନେଇ ଏହି ଯୋଡ଼ା ଖଣି ମଣ୍ଡଳ…

ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ନାଲକୋ ପୋଲିସ ଗିରଫ କରିଛି

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ଦୁଇଜଣଙ୍କୁ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ନାଲକୋ ପୋଲିସ ଗିରଫ କରିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗିରାଙ୍ଗ ଗ୍ରାମର ମାମି ସାହୁ (୪୫ )ଓ ବିକ୍ରମ ସାହୁ( ୨୨) ପ୍ରାୟ ୧୯.୯୨୦ଗ୍ରାମ…