Category: Culture of world & Local cultures

କୁଲାଡ଼ ରେ ୨୭ତମ ମଙ୍ଗଳା ମୋହତ୍ସବ

କୁଲାଡ଼ ରେ 27ତମ ମଙ୍ଗଳା ମୋହତ୍ସବ ଅନୁଗୋଳ/କୁଲାଡ଼ – ଗତ କାଲି କୁଲାଡ଼ର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ଙ୍କର 27ତମ ମୋହତ୍ସବ ଅନୁଷ୍ଠିତ ହୋଇ ଅଛି, ଏଥିରେ କୁଲାଡ଼ ଗ୍ରାମର ସମସ୍ତ ଯୁବ ବର୍ଗ ଙ୍କୁ ନେଇକି ଆୟୋଜନ କରାଯାଇଥଏ,…

୫୯ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

୫୯ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ ଢେଙ୍କାନାଳ, ୭/୪: ଢେଙ୍କାନାଳ ସହରସ୍ଥିତ ମାଣ୍ଡବାସାହି ଠାରେ ଅବସ୍ଥିତ ଶ୍ରୀଶ୍ରୀ ଚୈତନ୍ୟ ଜୀଉଙ୍କ ମନ୍ଦିରପ୍ରାଙ୍ଗଣରେ ଗତ ୫ ତାରିଖରୁ ଅନୁଷ୍ଠିତ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଏହି ନାମଯଜ୍ଞରେ ଢେଙ୍କାନାଳ ଜିଲ୍ଲାର ୧୩ଟି…

ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ

ବ୍ରହ୍ମପୁର, ୭/୪ : ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ । ବ୍ରହ୍ମପୁରରେ ଶହ ଶହ ସଂଖ୍ୟାରେ ପ୍ରଭୁ ଶ୍ରୀରାମ ଏବଂ ହନୁମାନ ଭକ୍ତ ‘ଶ୍ରୀରାମ ନବମୀ ଶୋଭାଯାତ୍ରା ସମିତି’ ପକ୍ଷରୁ ଆୟୋଜିତ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରାରେ…

ରାମଲାଲାଙ୍କ ସୂର୍ଯ୍ୟ ତିଲକ: ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ପଡିଲା ସୂର୍ଯ୍ୟ କିରଣ

ଆଜି ରାମ ନବମୀ ପାଇଁ ସାରା ଦେଶର ଉତ୍ସାହର ମାହୋଲ ରହିଛି । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ସୁନ୍ଦର ଦିନ ଅବସରରେ ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର : ଆଜି ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୂବନେଶ୍ୱର, ୦୫/୦୪ : ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା । ତିନି ଠାକୁର ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅପେକ୍ଷା କରିରହିଛନ୍ତି…

“ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର “

“ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର ” ବରଗଡ:୩/୪(ପବିତ୍ର ମେହେର ) -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪, ଓଡ଼ିଆ…

ବିଜେ ହେଲେ ମା ହିଙ୍ଗୁଳା – ଉଭା ସ୍ଥଳୀରେ ପ୍ରକଟ ହେଲେ ମା ଅଗ୍ନିରୂପା

ବିଜେ ହେଲେ ମା ହିଙ୍ଗୁଳା – ଉଭା ସ୍ଥଳୀ ରେ ପ୍ରକଟ ହେଲେ ମା ଅଗ୍ନିରୂପା ଗୋପାଳଗଡ – ବିଶ୍ଵ ପ୍ରସିଦ୍ଧ ତଥା ଅନୁଗୋଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ସିଦ୍ଧ ପିଠ ମା ହିଙ୍ଗୁଳାଙ୍କ ଉଭା ସ୍ଥଳୀରେ ମା ହିଙ୍ଗୁଳା ପ୍ରକଟ…

ଚବିଶ ପ୍ରହର ନାମଯଜ୍ଞ ପାଇଁ,କଲଶଯାତ୍ରା ଦୁଲୁକିଲା ଗାଁ ଦାଣ୍ଡ

ଚବିଶ ପ୍ରହରିନାମଯଜ୍ଞ ପାଇଁ,କଲଶଯାତ୍ରା ଦୁଲୁକିଲା ଗାଁ ଦାଣ୍ଡ କଳାହାଣ୍ଡି ,ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ଚବିଶ ପ୍ରହରନାମଯଜ୍ଞ ପାଇଁ କଲଶଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ଯଜ୍ଞ କର୍ତ୍ତା ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ଓ ସହଧର୍ମିଣି ଇତିଶ୍ରୀ ପାତ୍ର…

ରାଷ୍ଟ୍ରୀୟ ନବବର୍ଷ ଅବସରରେ ବଡ଼ବିଲ ପୌରାଞ୍ଚଳରେ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଷ୍ଟ୍ରୀୟ ନବବର୍ଷ ଅବସରରେ ବଡ଼ବିଲ ପୌରାଞ୍ଚଳରେ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଜି ରାଷ୍ଟ୍ରୀୟ ନବବର୍ଷ ଅବସରରେ ବଡ଼ବିଲ ଗୁରୁଦ୍ୱାର ନିକଟରେ ଥିବା ପଞ୍ଚମୁଖୀ…

ଗୋତମରା ଗ୍ରାମରେ ହରିହାଟ ନାମଯଜ୍ଞ ଅନୁଷ୍ଠିତ

ଗୋତମରା ଗ୍ରାମରେ ହରିହାଟ ନାମଯଜ୍ଞ ଅନୁଷ୍ଠିତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପର ସାହିରେ ବହୁ ବ୍ୟବଧାନ ପରେ ଚଳିତ ବର୍ଷ ହରିହାଟ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନ ଧରି କୌଣସି କାରଣ ବଶତଃ…