Category: କେନ୍ଦୁଝର

ରାଜରାସ୍ତାରେ ଚାଷୀ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ

ରାଜରାସ୍ତାରେ ଚାଷୀ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କେନ୍ଦୁଝର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଲ୍ୟାମ୍ପ ରେ ଧାନକିଣାରେ ଅବ୍ୟବସ୍ଥା…

ଦୁଇମୃତ ବାରହାକୁ ଉଦ୍ଧାର କରିଛି ବନବିଭାଗ,କୌଣସି ଗାଡ଼ିଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ

ଦୁଇମୃତ ବାରହାକୁ ଉଦ୍ଧାର କରିଛି ବନବିଭାଗ,କୌଣସି ଗାଡ଼ିଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଦୁଇ ମୃତ ବାରାହ ଉଦ୍ଧାର କରିଛି ବନବିଭାଗ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ୨୦ନମ୍ବର…

ଖଣିବିଭାଗ ପକ୍ଷରୁ ଚଢ଼ାଉ ଟ୍ରକ ସମେତ ପାଖାପାଖି ୮୨ଟନ ଆଇରନ ଜବତ

ଖଣିବିଭାଗ ପକ୍ଷରୁ ଚଢ଼ାଉ ଟ୍ରକ ସମେତ ପାଖାପାଖି ୮୨ଟନ ଆଇରନ ଜବତ ଲୁହା ପଥର ଚୋରା ଚାଲାଣ ବେଳେ ମାଡିବସିଲା ଖଣି ବିଭାଗ।ବେଆଇନ ଭାବେ ଲୁହାପଥର ଚୋରା ଚାଲାଣ ଏବଂ ଖଣି ମାଫିଆ ମାନଙ୍କୁ ଧରିବା ପାଇଁ କେନ୍ଦୁଝର ଜିଲ୍ଲା ଯୋଡ଼ା…

୬୫ ବର୍ଷିୟା ବୃଦ୍ଧାଙ୍କ ଠେଙ୍ଗା ମାଡ଼ରେ ୯୦ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ

୬୫ ବର୍ଷିୟା ବୃଦ୍ଧାଙ୍କ ଠେଙ୍ଗା ମାଡ଼ରେ ୯୦ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା । ଶିରପୁର ଗାଁରେ ଠେଙ୍ଗା ମାଡ଼ରେ ୯୦ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ ଘଟଣାରେ…

ମଦ ଜବତ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କଲେ ମଦବ୍ୟବସାୟୀ

ମଦ ଜବତ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କଲେ ମଦବ୍ୟବସାୟୀ କେନ୍ଦୁଝର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା।ମଦ ଜବତ କରିବାକୁ ଯାଇଥିବା ସମୟରେ ଫାଣ୍ଡି ଅଧିକାରୀଙ୍କୁ ମାଡ଼, ମହିଳାଙ୍କ ପଥର ମାଡ଼ରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ…

ଗଛରେ ପିଟିହେଲା ମୋଟର ସାଇକେଲ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଗଛରେ ପିଟିହେଲା ମୋଟର ସାଇକେଲ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ, ମୋଟର ସାଇକେଲ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବାସୁଦେବପୁର କନ୍ୟାଶ୍ରମ ନିକଟରେ ବାଇକ ଦୁର୍ଘଟଣାରେ ଯୁବକ…

ଯୋଡ଼ାଥାନା ଅନ୍ତର୍ଗତରେ ବାଇକ୍ ଆରୋହୀଙ୍କୁ ମାରିଦେଲା ହାଇୱା

ଯୋଡ଼ାଥାନା ଅନ୍ତର୍ଗତରେ ବାଇକ୍ ଆରୋହୀଙ୍କୁ ମାରିଦେଲା ହାଇୱା। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ମୋଟର ସାଇକେଲ ଆରୋହୀଙ୍କ ହାଇୱା ଧକ୍କାରେ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଯୋଡାଥାନା…

ଅବକାରୀ ବିଭାଗର ଚଢ଼ାଉ ତିନିଶହ ଲିଟର ମଦଜବତ, ଗାଡିସମେତ ଦୁଇଜଣ ଗିରଫ

ଅବକାରୀ ବିଭାଗର ଚଢ଼ାଉ ତିନିଶହ ଲିଟର ମଦଜବତ, ଗାଡିସମେତ ଦୁଇଜଣ ଗିରଫ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ଜବତ୍ ଗାଡ଼ିସହ ଦୁଇଜଣ ଗିରଫ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବାଂଶପାଣି…

କେନ୍ଦୁଝର ଜଙ୍ଗଲ ନିଆଁରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ

କେନ୍ଦୁଝର ଜଙ୍ଗଲ ନିଆଁରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଲାଗିଲା ଜଙ୍ଗଲରେ ନିଆଁ କେନ୍ଦୁଝର ଜଙ୍ଗଲ ନିଆରେ ବଳିପଡିଲା ୩ଜଣ ବନ କର୍ମଚାରୀଙ୍କ ଚାକିରୀ । କେନ୍ଦୁଝର ଜିଲ୍ଲାର ମୋଟ ୪୫୨ଟି ସ୍ଥାନର…

ଜଙ୍ଗଲ ନିଆଁ: ୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ତିନି ଜଣ ବନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଏବଂ ଓଡିଶାରେ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଗାଁ ଫରେଷ୍ଟର ବିଶ୍ୱରଞ୍ଜନ ମିଶ୍ର ଏବଂ…