ଚମ୍ପୁଆଥାନା ଅନ୍ତର୍ଗତରେ ଲଗାଣବର୍ଷା ଯୋଗୁ ମାଟିକାନ୍ଥ ପଡ଼ିଯିବାରୁ ମହିଳାଙ୍କ ମୃତ୍ୟୁ
ଚମ୍ପୁଆଥାନା ଅନ୍ତର୍ଗତରେ ଲଗାଣବର୍ଷା ଯୋଗୁ ମାଟିକାନ୍ଥ ପଡ଼ିଯିବାରୁ ମହିଳାଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଶୋଇଥିବା ବେଳେ କାନ୍ଥପଡି ମହିଳା ମୃତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତ ରାଇଗୁଡି ଗ୍ରାମରେ ଘଟିଛି ଏହି…
