Category: କେନ୍ଦୁଝର

ଝୁଲନ୍ତା ଅବସ୍ଥାରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ ଉଦ୍ଧାର।ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଅଙ୍ଗନୱାଡି କେନ୍ଦ୍ର ଭିତରୁ ଆଜି ଅଙ୍ଗନୱାଡି କର୍ମୀ ମାଣିକ ବାରିକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…

କେନ୍ଦୁଝରରେ ହେବ ୪୦ ହଜାର କୋଟି ଟଙ୍କାର ମେଗା ପ୍ଲାଣ୍ଟ

କେନ୍ଦୁଝର: କେନ୍ଦୁଝରରେ ହେବ ୪୦ ହଜାର କୋଟି ଟଙ୍କାର ମେଗା ପ୍ଲାଣ୍ଟ। ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩୦,୦୦୦ରୁ ୪୦,୦୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ମେଗା ଇସ୍ପାତ…

ମଦ୍ୟପ କୁଳାଙ୍ଗାର ପୁଅର ଭୁଜାଲି ଆକ୍ରମଣରେ ବାପ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ

ମଦ୍ୟପ କୁଳାଙ୍ଗାର ପୁଅର ଭୁଜାଲି ଆକ୍ରମଣରେ ବାପ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। କୁଳାଙ୍ଗାର ପୁଅର ଭୁଜାଲି ମାଡରେ ବାପା ଗୁରୁତର ଆହତ l ଚମ୍ପୁଆ…

ଖଣିଜ ପଦାର୍ଥ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ୍

ଦୁଇଟି ଲୁହାପଥର ବୋଝେଇ ଟ୍ରକ ଓ ସ୍କର୍ପିଓ ଜବତକେନ୍ଦୁଝର ଜିଲ୍ଲାର ଯୋଡା ଖଣିମଣ୍ଡଳରେ ଖଣିଜ ପଦାର୍ଥ ଚୋରାଚାଲାଣ କାରୀଙ୍କ ଉତ୍ପାତ ଅହେତୁକ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ।ତେଣେ ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଦାବିଦାର ନ ଥିବା ଖଣିଜ…

ଚମ୍ପୁଆ ନିର୍ବାଚନୀ ମଣ୍ଡଳରେ ବିଜେପି ଦଳରେ ଅସନ୍ତୋଷ ମୁଣ୍ଡ ଟେକିଲାଣି

ଚମ୍ପୁଆ ନିର୍ବାଚନୀ ମଣ୍ଡଳରେ ବିଜେପି ଦଳରେ ଅସନ୍ତୋଷ ମୁଣ୍ଡ ଟେକିଲାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରେ ରେ ଏବେ ଗୋଷ୍ଟି କନ୍ଦଳ ଓ ଅସନ୍ତୋଷ ଦେଖିବାକୁ ମିଳିଛି, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଗତକାଲି ଚମ୍ପୁଆ ଟାଉନହଲ…

ଆସନ୍ତା ୨ରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ମାର୍ଚ୍ଚ ୨ରେ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାକୁ ୨ ଦିନ ପାଇଁ ଯାଇ ସେଠାରେ କାର୍ଯ୍ୟକ୍ରମ ସାରି ୨ ତାରିଖ ସକାଳ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ…

କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ତହସିଲ୍ ଅନ୍ତର୍ଗତରେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିକରି ସିପିଆଇ…

ମଇଁଷି ବୋଝେଇ ପିକଅପ ଭ୍ୟାନ ଜବତ୍, ଡ୍ରାଇଭର ଅଟକ, ଛଅଗୋଟି ମଇଁଷି ଉଦ୍ଧାର

ମଇଁଷି ବୋଝେଇ ପିକଅପ ଭ୍ୟାନ ଜବତ୍, ଡ୍ରାଇଭର ଅଟକ, ଛଅଗୋଟି ମଇଁଷି ଉଦ୍ଧାର। ଗୋମାତା ଓ ମଇଁଷି ଚୋରାଚାଲାଣ କୁ ରୋକିବା ପାଇଁ କୌଣସି ସ୍ବତନ୍ତ୍ର ନିୟମ ପ୍ରଣୟନ ହେଉନଥିବା ବେଳେ ଏହି ଚୋରା ଚାଲାଣ ଦିନକୁ ଦିନ ଅହେତୁକ ମାତ୍ରାରେ…

ଖଣିକମ୍ପାନୀ ଅଧିକାରୀଙ୍କୁ ଅପହରଣ ପାଇଁ ଜାଲ ବିଛାଇଥିଲା ଡ୍ରାଇଭର ଫିରୋଜ

ଖଣିକମ୍ପାନୀ ଅଧିକାରୀଙ୍କୁ ଅପହରଣ ପାଇଁ ଜାଲ ବିଛାଇଥିଲା ଡ୍ରାଇଭର ଫିରୋଜ।ଖଣିକମ୍ପାନୀ ଅଧିକାରୀଙ୍କୁ ଅପହରଣ ପାଇଁ ଜାଲ ବିଛାଇଥିଲା ଖଣି କମ୍ପାନୀରେ କାର୍ଯ୍ୟରତ ଡ୍ରାଇଭର ଏମ୍ଦି ଫିରୋଜ୍। ଏକବର୍ଷ ପୂର୍ବରୁ ଡ୍ରାଇଭର ଫିରୋଜ ସହ ମିଶି ମୁଖ୍ୟ ଅଭିଯୁକ୍ତ ବାବୁ (ଏମ ଡି…

ଜଳଧରଙ୍କ ପାଇଁ ପୋଖରୀ ଗାଧୁଆ ହେଲା ଶେଷ ଗାଧୁଆ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଜଳଧରଙ୍କ ପାଇଁ ପୋଖରୀ ଗାଧୁଆ ହେଲା ଶେଷ ଗାଧୁଆ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚଉଠିଆ ଗ୍ରାମର ୫୫ ବର୍ଷିୟ…

You missed