କେନ୍ଦୁଝର ଜିଲ୍ଲାରେ ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ
କେନ୍ଦୁଝର ଜିଲ୍ଲାରେ ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆବ୍ଲକ ପଡୁଆ ଗ୍ରାମରେ ଗୋଠଛଡା ଦନ୍ତାହାତୀ ଦ୍ଵାରା ବ୍ୟାପକ କ୍ଷୟକ୍ଷତି। ଗ୍ରାମରେ ଗୋଟିଏ ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ…
