ଜନ୍ମରୁ ଭିନ୍ନକ୍ଷମ ଠିକସେ ଚାଲି ପାରୁ ନାହାନ୍ତି ହେଲେ ଏଯାଏ ମିଳିନି ଆବାସ ଘର ଓ ବ୍ୟାଟେରୀ ଗାଡ଼ି
ଜନ୍ମରୁ ଭିନ୍ନକ୍ଷମ ଠିକସେ ଚାଲି ପାରୁ ନାହାନ୍ତି ହେଲେ ଏଯାଏ ମିଳିନି ଆବାସ ଘର ଓ ବ୍ୟାଟେରୀ ଗାଡ଼ି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ବାଘିଆବେଡା ଗ୍ରାମରେ ରହନ୍ତି ଭିନ୍ନକ୍ଷମ ଆଦିବାସୀ ରବି ମୁଣ୍ଡା ।…
