Category: କେନ୍ଦ୍ରାପଡ଼ା

ରିମିଟ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଅନୁଗୋଳ ଜିଲ୍ଲା ପଞ୍ଚମହଲା ନିଯୁକ୍ତି ଭିତ୍ତିକ ସ୍ଥାୟୀ ସ୍ୱୀକୃତି ପ୍ରାପ୍ତ ଆଇ. ଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଗୋଳ ପୌରାଞ୍ଚଳ ର ବୁଢୀ ଠାକୁରାଣୀ ଛକ, ଥାନା ଛକ ମାନଙ୍କ ରେ ସଡ଼କ ସୁରକ୍ଷା ସପ୍ତାହ…

ଚକବନ୍ଦୀ ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଚକବନ୍ଦୀ ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କୁ ଚାଷୀ ସୁରକ୍ଷା କମିଟି ତରଫରୁ ଚକବନ୍ଦୀ ଉଚ୍ଛେଦ ଦାବୀରେ ଏକ ଦାବୀ ପତ୍ର ପ୍ରଦାନ କରିବା ସହିତ ଵିକ୍ଷୋଭ ପଦର୍ଶନ କରିଥିଲେ।…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ କରାଯାଇଥିବା ଓ ତାଲିକାରେ ସାମିଲ କରାଯିବ ନିମନ୍ତେ ବ୍ଲକ୍ରେ ଅଭିଯୋଗ କରିଛନ୍ତି ଯୋଗ୍ୟ ହିତାଧିକାରୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ମହିଳା ପୁରୁଷ ମାନେ ଆଜି ଆସି ସରକାର ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲଥିବା ଲିଷ୍ଟ କୁ ବିରୋଧ କରି ବ୍ଲକ୍ ଅଧୀକାରିଣୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।…

୨୬ତମ ଜାତୀୟ ଯୁବ ମହୋତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ଶ୍ରୀ ଅନୁରାଗ ଠାକୁର

ଜାତୀୟ ଯୁବ ମହୋତ୍ସବ ଏକତା ଏବଂ ଅଖଣ୍ଡତାର ପ୍ରତୀକ ଅଟେ କାରଣ ଏହା ଭାରତର ଏକ ପ୍ରତିବିମ୍ବ ସୃଷ୍ଟି କରେ: ଶ୍ରୀ ଅନୁରାଗ ଠାକୁର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ…

ମୋନେଟ୍ କମ୍ପାନୀ ସମ୍ମୁଖରେ ଜମିହରା କର୍ମଚାରୀ ମାନଙ୍କ ଧାରଣା

ମୋନେଟ୍ କମ୍ପାନୀ ସମ୍ମୁଖରେ ଜମିହରା କର୍ମଚାରୀ ମାନଙ୍କ ଧାରଣା ଅନୁଗୋଳ ଜିଲ୍ଲା ନିଶା ଇଣ୍ଡଷ୍ଟିଆଲ୍ ଥାନା ଅନ୍ତର୍ଗତ ମୋନେଟ୍ କମ୍ପାନୀ କିଛି ବର୍ଷ ତଳେ ମାଳିବ୍ରାହ୍ମଣୀ ଗ୍ରାମକୁ ବିସ୍ଥାପିତ କରିଥିବା ବେଳେ କିଛି ବର୍ଷ କମ୍ପାନୀ ଚାଲିଥିଲା। କମ୍ପାନୀ ବନ୍ଦ ହୋଇଯାଇଥିବା…

ଟ୍ରକ୍ ଚଢି ଗଲା ବାଇକ ଉପରେ

ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ। ସୂଚନା ଅନୁଯାୟୀ ବାଇକି…

ଅନୁଗୋଳ ଏନଏଚ୍ -୫୩ର ସମ୍ପ୍ରସାରଣ ୧୭୪ କୋଟି ମଞ୍ଜୁର – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର…

ବେଦବ୍ୟାସ ମନ୍ଦିର ଉନ୍ନତିକରଣ ନିମନ୍ତେ ରାଉରକେଲା ରେ 5T ସଚିବ

ବେଦବ୍ୟାସ ମନ୍ଦିର ଉନ୍ନତିକରଣ ନିମନ୍ତେ ରାଉରକେଲା ରେ 5T ସଚିବ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ରାଉରକେଲାର ବେଦବ୍ୟାସ ପୀଠ ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୀଠର ବିକାଶ…

ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏକାଦଶ ବାର୍ଷିକ ସ୍କୁତିସଭା ଓ ସମଦ୍ଧନା ସମାରୋହ ଅନୁଷ୍ଠିତ

ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏକାଦଶ ବାର୍ଷିକ ସ୍କୁତିସଭା ଓ ସମଦ୍ଧନା ସମାରୋହ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ ପାରିନୁଆପଡା ,ହାବଳଗଣ୍ଡ ପଞ୍ଚାୟତର ଉଜାଙ୍ଗ ଠାରେ ଥିବା ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏହାହ ଏକାଦଶ ବାର୍ଷିକ ସ୍କୁତିସଭା…

ସ୍ବାମି ସ୍ତ୍ରୀଙ୍କ କଳହରେ ସ୍ବାମି ରଶି ଲଗାଇ ଆତ୍ମହତ୍ୟା !

ସ୍ବାମି ସ୍ତ୍ରୀଙ୍କ କଳହରେ ସ୍ବାମି ରଶି ଲଗାଇ ଆତ୍ମହତ୍ୟା ସ୍ବାମି ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମି ରଶି ଲଗାଇ ଆତ୍ମହତ୍ୟା କଲେ। ପରିବାର ଲୋକେ ବ୍ୟବଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା…