ବଡ଼ବିଲ ଆଇନଜୀବୀସଙ୍ଘ ପକ୍ଷରୁ ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି ପାଳନ
ବଡ଼ବିଲ ଆଇନଜୀବୀସଙ୍ଘ ପକ୍ଷରୁ ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ତହସିଲ୍ ଅନ୍ତର୍ଗତ ରେ ଥିବା ବଡ଼ବିଲ ଆଇନଜୀବୀ ସଙ୍ଘ ପକ୍ଷରୁ ପ୍ରଥମ ଥର ପାଇଁ ଓଡିଆ ନବବର୍ଷ ଓ…
