Category: କେନ୍ଦୁଝର

ଖଣି ବିଭାଗର ଚଢାଉ ପାଖାପାଖି ପାଞ୍ଚକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣିଜ ପଦାର୍ଥ ଜବତ୍

ଖଣି ବିଭାଗର ଚଢାଉ ପାଖାପାଖି ପାଞ୍ଚକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲାରେ ଖଣି ବିଭାଗର ଚଢାଉ କୋଟି କୋଟି ଟଙ୍କାର ଚୋରା ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳରେ ଖଣି ବିଭାଗର ଚଢାଉ ।…

ମାଉସୀ ବାହାଘରକୁ ଯାଇ ପୋଖରୀରେ ବୁଡି ପରିର ମୃତ୍ୟୁ

ମାଉସୀ ବାହାଘରକୁ ଯାଇ ପୋଖରୀରେବୁଡି ପରିର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ମାଉସୀ ବାହାଘରକୁ ଯାଇ ପୋଖରୀରେ ବୁଡି ପରିର ମୃତ୍ୟୁ। ମାଉସୀ ବାହାଘରକୁ ଆସି ମାମୁଁ ଘରେ ପୋଖରୀରେ ବୁଡ଼ି ନାବାଳିକା ଭାନିଜି ର ମୃତ୍ୟୁ…

ବଡ଼ବିଲ ପୋଲିସ୍ ପକ୍ଷରୁ ମହରମ୍ ପାଳନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବଡ଼ବିଲ ପୋଲିସ୍ ପକ୍ଷରୁ ମହରମ୍ ପାଳନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାରେ ଆଗାମୀ ୨୬ତାରିଖ ଦିନ ମୁସଲିମ ସମ୍ପ୍ରଦାୟର ମହରମ୍ ପର୍ବ ପାଳନ…

ଧାନବୋଝେଇ ଆଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ ଅଟୋ ଚାଳକ ଆହତ

କେନ୍ଦୁଝର ଜିଲ୍ଲାର ୫୨୦ ନମ୍ବର ଜାତୀୟ ରାଜପଥରେ ଧାନ ବୋଝେଇ ଅଟୋ କୁ ଧକ୍କା ଦେଲା ଟ୍ରକ୍ ଅଟୋ ଚାଳକ ଆହତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ସଳା ଗ୍ରାମ ଛକ ନିକଟରେ ତିନିଚକିଆ ଅଟୋ କୁ ପଛପଟୁ ପିଟିଲା…

ଜାତୀୟ ରାଜପଥ ୫୨୦ରେ ଗଡି ଚାଲିଛି ମୁଣ୍ଡପରେ ମୁଣ୍ଡ,ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ଜାତୀୟ ରାଜପଥ ୫୨୦ରେ ଗଡି ଚାଲିଛି ମୁଣ୍ଡପରେ ମୁଣ୍ଡ,ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ କେନ୍ଦୁଝର ଜିଲ୍ଲା ବାସୀଙ୍କ ପାଇଁ ଅଭିଶପ୍ତ ସାଜିଥିବା ଜାତୀୟ ରାଜପଥରେ ନିୟମିତ ଭାବରେ ଅବାଧରେ ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ, ଏହାକୁ…

କେନ୍ଦୁଝରରେ ଖରିଫ ପ୍ରସ୍ତୁତି ଓ କୃଷି କାର୍ଯ୍ୟର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର/କେନ୍ଦୁଝର: ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।…

ଚମ୍ପୁଆବ୍ଲକ୍ ଅନ୍ତର୍ଗତରେ ପାଖାପାଖି ସାତଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଚମ୍ପୁଆବ୍ଲକ୍ ଅନ୍ତର୍ଗତରେ ପାଖାପାଖି ସାତଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆବ୍ଲକ ଅନ୍ତର୍ଗତରେ ପାଖାପାଖି ସାତଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆ ବ୍ଲକ୍…

କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ୩୨ଟିକିଆ ହାତୀପଲଙ୍କ ମେଳି

କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ୩୨ଟିକିଆ ହାତୀପଲଙ୍କ ମେଳି। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ସୀମା ରେ ଏକାଠି ହେଲେ ୩୨ ଟିକିଆ ହାତୀପଲ। ପୂର୍ବରୁ ଚମ୍ପୁଆ ରେଞ୍ଜରେ ଥୂବା ସାତଟିହାତୀ ଓ ଦୁଇ ଦିନ ତଳେ ଚମ୍ପୁଆ…

କେନ୍ଦୁଝର ଜିଲ୍ଲାରେ ଗୋଠଛଡା ଦନ୍ତାହାତୀ ଉତ୍ପାତ୍ ଘରଭାଙ୍ଗି ଖାଇଗଲା ଚାଉଳ

କେନ୍ଦୁଝର ଜିଲ୍ଲାରେ ଗୋଠଛଡା ଦନ୍ତାହାତୀ ଉତ୍ପାତ୍ ଘରଭାଙ୍ଗି ଖାଇଗଲା ଚାଉଳ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ। ଘରଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଲା ଗୋଠଛଡ଼ା ଦନ୍ତା ହାତୀ। ଗତକାଲି ମୟୁରଭଞ୍ଜ ଜିଲ୍ଲାରୁ କେନ୍ଦୁଝରଜିଲ୍ଲା…

ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦୁଝର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୟୁରଭଞ୍ଜ ଯାଉଥିବା ବେଳେ ଏନଏଚ- ୪୯ ନିକଟ ଜଗମୋହନପୁରରେ ଦୁର୍ଘଟଣା ଘଟିଛି । ଆଗରେ ଥିବା ପାଇଲଟ ଗାଡି ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ସୂଚନା ଦେଇଛନ୍ତି । ଦୁର୍ଘଟଣା…