Category: କେନ୍ଦୁଝର

କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀ ଆକ୍ରମଣରେ ଜଣେମୃତ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ଦୁଇଜଣ

କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀ ଆକ୍ରମଣରେ ଜଣେମୃତ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ଦୁଇଜଣ। ହାତୀ ଆକ୍ରମଣରେ ଜଣେମୃତ ଅଳ୍ପକେ ବର୍ତ୍ତିଲେ ଭାଇ ଓ ଭଉଁଣୀ, କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜ, ରୁଗୁଡିଗ୍ରାମ ଲୁଣ ଗୋଠାଣି ସାହିର ସରବେୟା ମୁଣ୍ଡା…

ଗ୍ରାମ ମଝିରେ ମଦ ଦୋକାନକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ

ଗ୍ରାମ ମଝିରେ ମଦ ଦୋକାନକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ବ୍ଳକ ଅନ୍ତର୍ଗତ ଭୂୟାଁ ରୋଇଡ଼ା ପଞ୍ଚାୟତରେ ଗ୍ରାମ ମଝିରେ ମଦ ଦୋକାନ ଖୋଲିବାକୁ ଗ୍ରାମବାସୀଙ୍କ ବିରୋଧ। ଯାହାକୁ ନେଇ ଆଜି ଶତାଧିକ ସଂଖ୍ୟାରେ…

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ପୋଲିସ ପକ୍ଷରୁ ଏନକାଉଣ୍ଟର

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ପୋଲିସ ପକ୍ଷରୁ ଏନକାଉଣ୍ଟର କେନ୍ଦୁଝର ଜିଲ୍ଲାରେ ପୋଲିସ ପକ୍ଷରୁ ଏନକାଉଣ୍ଟର । କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେ ରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ) କୁ…

ରାଜରାସ୍ତାରେ ଲୁଟ୍ ଅଭିଯୋଗରେ ଦୁଇଗିରଫ ଓ ଦୁଇଜଣ ଫେରାର

ରାଜରାସ୍ତାରେ ଲୁଟ୍ ଅଭିଯୋଗରେ ଦୁଇଗିରଫ ଓ ଦୁଇଜଣ ଫେରାର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ। ରାଜରାସ୍ତାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ କରୁଛନ୍ତି ଲୁଟ୍। ସେହିଭଳି ଏକ ଲୁଟ୍ ଘଟଣାରେ ଦୁଇଜଣଙ୍କୁ ଗିରଫ…

ଚାଲିଚାଲି ପାର୍ କରୁଥିଲେ ରାସ୍ତା, ବାଇକ୍ ଧକ୍କାରେ ଚାଲିଗଲା ଜୀବନ

ଚାଲିଚାଲି ପାର୍ କରୁଥିଲେ ରାସ୍ତା, ବାଇକ୍ ଧକ୍କାରେ ଚାଲିଗଲା ଜୀବନ। କେନ୍ଦୁଝର ଜିଲ୍ଲାରେ ପଥଚାରୀ କୁ ଧକ୍କା ଦେଲା ମୋଟର ସାଇକେଲ ବ୍ୟକ୍ତିଙ୍କ ଚାଲିଗଲା ଜୀବନ। ବାଇକ୍ ଧକ୍କାରେ ଜଣେ ମୃତ। ମୃତକ ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମର ଜଗନ୍ନାଥ…

ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ଯୁବକର ମୃତ୍ୟୁ

ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ଯୁବକର ମୃତ୍ୟୁ। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀରେ ବୁଡ଼ି ନାବାଳକର ମୃତ୍ୟୁ। ଗାଧୋଇ ବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ୧୨ ବର୍ଷର ନାବାଳକ ମୃତ। ଆଜି ଚମ୍ପୁଆ ମୌଲନା ଗୁଡା ବସ୍ତିର ୧୨…

ଲଘୁ ଖଣିଜ ଚୋରାଚାଲାଣ ବେଳେ, ଚମ୍ପୁଆ ତହସିଲଦାର ଙ୍କ ଦ୍ଵାରା ଦୁଇଟି ଟ୍ରାକ୍ଟର ଜବତ୍

ଲଘୁ ଖଣିଜ ଚୋରାଚାଲାଣ ବେଳେ, ଚମ୍ପୁଆ ତହସିଲଦାର ଙ୍କ ଦ୍ଵାରା ଦୁଇଟି ଟ୍ରାକ୍ଟର ଜବତ୍। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଅଞ୍ଚଳରେ ବେଆଇନ୍ ଲଘୁ ଖଣିଜ ଚୋରାଚାଲାଣ ବେଳେ ଚମ୍ପୁଆ ତହସିଲଦାର ଙ୍କ ଦ୍ଵାରା ଦୁଇଟି ଟ୍ରାକ୍ଟର ଜବତ୍।ବେଆଇନ…

କେନ୍ଦୁଝର ଜିଲ୍ଲାରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ

କେନ୍ଦୁଝର ଜିଲ୍ଲାରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ। କେନ୍ଦୁଝର ଜିଲ୍ଲାରେ ବିଷାକ୍ତ ସାପ କାମୁଡାରେ ଜଣକର ମୃତ୍ୟୁ l କେନ୍ଦୁଝର ଜିଲ୍ଲା ବାରିଆଥାନା ଅନ୍ତର୍ଗତ ଭୂଇଁପୁର ମଠଗୋଡ ସାହିର ବିରବର ନାଏକ (୪୦)ଙ୍କର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଗତକାଲି…

କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ୩୪ଟିକିଆ ହାତୀ ପଲଙ୍କ ଉତ୍ପାତ୍

କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ୩୪ଟିକିଆ ହାତୀ ପଲଙ୍କ ଉତ୍ପାତ୍। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ୍ ରେ ୩୪ଟିକିଆ ହାତୀ ପଲଙ୍କ ଉତ୍ପାତ। କେନ୍ଦୁଝର ଜିଲ୍ଲା ଚମ୍ପୁଆବ୍ଲକ ବାଲିପଶି ଗାଁ ରେ ହାତୀପଲଙ୍କ ଦ୍ବାରା ବ୍ୟାପକ କ୍ଷୟକ୍ଷତି।…

ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାରେ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା।କାର ବାଇକ୍ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ମୃତ। କେନ୍ଦୁଝର ଜିଲ୍ଲା…