ବଡ଼ବିଲପୌରାଞ୍ଚଳରେ ବୁଲିଲା ବୁଲଡୋଜର,ମାଟିରେ ମିଶିଲା ତିନିଅଭିଯୁକ୍ତଙ୍କ ଘର
ବଡ଼ବିଲପୌରାଞ୍ଚଳରେ ବୁଲିଲା ବୁଲଡୋଜର,ମାଟିରେ ମିଶିଲା ତିନିଅଭିଯୁକ୍ତଙ୍କ ଘର । ସାବଧାନ ପ୍ରଶାସନର ତୀକ୍ଷ୍ଣ ନଜର ଏବେ ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ଉପରେ। ଯଦି କୌଣସି ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି ହେଇଯାନ୍ତୁ ସାବଧାନ। ସରକାରୀ ଜାଗାରେ…
