ଦ୍ରୁତଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାରୁ ଦୁର୍ଘଟଣା।ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ଧକ୍କା ଦେଲା ବାଇକ ସ୍ୱାମୀ ଗୁରୁତର
ଦ୍ରୁତଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାରୁ ଦୁର୍ଘଟଣା।ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ଧକ୍କା ଦେଲା ବାଇକ ସ୍ୱାମୀ ଗୁରୁତର। ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ ଦୁର୍ଘଟଣା,…
