ଗୋରୁ ଚରାଇ ଘରକୁ ଫେରିବା ସମୟରେ ବଜ୍ରାଘାତରେ ବ୍ୟକ୍ତିଙ୍କ ମୃତ୍ୟୁ
ଗୋରୁ ଚରାଇ ଘରକୁ ଫେରିବା ସମୟରେ ବଜ୍ରାଘାତରେ ବ୍ୟକ୍ତିଙ୍କ ମୃତ୍ୟୁ। ଗୋରୁ ଚାରାଇ ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ବ୍ରଜ୍ରାଘାତରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା।…
