ବଡ଼ବିଲ ପୌରାଞ୍ଚଳରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଭିନବ ପ୍ରୟାସ
ବଡ଼ବିଲ ପୌରାଞ୍ଚଳରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଭିନବ ପ୍ରୟାସ। କେନ୍ଦୁଝରଜିଲ୍ଲା ଏକ ଖଣିଜବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନ ପାଇଁ ବହୁ ସଂଖ୍ୟାରେ ଭାରିଜାନ ଚଳାଚଳ କରିଥାଏ ଏବଂ ଏଥିପାଇଁ ଅନେକ ସମୟରେ ନିଜର…
