ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା* ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି,* *ଏଥର ମଧ୍ୟ ଆମ ଜିରୋ କାଜୁଆଲ୍ଟି ହାସଲ କରିବୁ- ମୁଖ୍ୟମନ୍ତ୍ରୀ
*ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା* *ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ* *୬୦ଟି ଓଡ୍ରାଫ୍, ୧୭ଟି NDRF, 225ଟି ଅଗ୍ନିଶମ ଦଳ ପ୍ରସ୍ତୁତ* *୫ଟି ଜିଲ୍ଲାରେ ୨୮-୨୯ ତାରିଖ ସ୍କୁଲ କଲେଜ ଛୁଟି,* *ବାକି ଜିଲ୍ଲାରେ ଜିଲ୍ଲାପାଳ ନିଷ୍ପତ୍ତି…
