ଦୁଇ ମୋଟରସାଇକେଲ ଓ ଅଜଣା ଗାଡି ମଧ୍ୟରେ ଧକ୍କା ଜଣେ ବାଇକ୍ ଆରୋହୀ ମୃତ
ଦୁଇ ମୋଟରସାଇକେଲ ଓ ଅଜଣା ଗାଡି ମଧ୍ୟରେ ଧକ୍କା ଜଣେ ବାଇକ୍ ଆରୋହୀ ମୃତ। ମର୍ମଦୂନ୍ତ ସଡ଼କ ଦୁର୍ଘଟଣାରେ ଗଡିଲା ଆଉଗୋଟେ ମୁଣ୍ଡ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ସଡ଼କ ଦୁର୍ଘଟଣାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଥିଲା ବେଳେ ଆଞ୍ଚଳିକ…
