ଯୋଡ଼ାପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜେଇ ଙ୍କ ମାଧ୍ୟମରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ
ଯୋଡ଼ାପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜେଇ ଙ୍କ ମାଧ୍ୟମରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ।ସରକାରୀ ଅନୁଦାନ ଅର୍ଥ ର ଚାଲିଛି ହରି ଲୁଟ୍।କେନ୍ଦୁଝର ଜିଲ୍ଲା ଯୋଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ମହାଘୋଟାଲା ହୋଇଥିବା ଗନ୍ଧ…
