Category: Education

ଜୁଲାଇ ୧ ରୁ ସମସ୍ତ ସ୍କୁଲରେ ନୂତନ ସ୍କୁଲ ପରିଚାଳନା କମିଟି ଗଠନ କରିବେ ରାଜ୍ୟ ସରକାର

ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ ଜୁଲାଇ ୧ ତାରିଖରୁ ନୂତନ ସ୍କୁଲ ପରିଚାଳନା କମିଟି (SMC) ଗଠନ କରିବାକୁ ଯାଉଛନ୍ତି। ଜୁନ୍ ୩୦ ତାରିଖରେ ସ୍କୁଲ ପରିଚାଳନା କମିଟି (SMC) ଏବଂ ସ୍କୁଲ ପରିଚାଳନା…

ବିଶ୍ବବିଦ୍ୟାଳୟରୁ ମହାବିଦ୍ୟାଳୟକୁ ଫେରିଲେ ୬୧ ଅଧ୍ୟାପକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ୬୧ ଓଡ଼ିଶା ଶିକ୍ଷା ସେବା(କଲେଜ ଶାଖା) ଅଧିକାରୀଙ୍କ ପ୍ରତ୍ୟାବର୍ତ୍ତନ କରାଯାଇଛି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ଅଧ୍ୟାପକଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୬୧ ଅଧ୍ୟାପକଙ୍କୁ…

ୟୁଜି ମେରିଟ ଲିଷ୍ଟ: ରେଭେନ୍ସା ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଲା ୟୁଜି ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ। କଟ୍ ଅଫରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏଥର ଆଗରେ ରହିଛି। ଅଧିକାଂଶ ଷ୍ଟ୍ରିମରେ ରେଭେନ୍ସା ଆଗରେ ରହିଛି। ରେଭେନ୍ସା କଳା (ରାଜନୀତି ବିଜ୍ଞାନ) କଟ୍ ଅଫ୍ ୯୪.୫୦%। (ବିଜ୍ଞାନରେ) ଫିଜିକ୍ସ…

ବଢ଼ିଲା +୩ ସିଟ୍ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି

ଵଢ଼ିଲା ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଗତଶିକ୍ଷା ବର୍ଷଗୁଡ଼ିକର ନାମଲେଖା ତଥ୍ୟକୁ ସମୀକ୍ଷା କରିବା ପରେ କେତେକ ନିର୍ଦ୍ଦିଷ୍ଟ…

୧୯ରେ ମାଟ୍ରିକ ସଂଶୋଧିତ ଫଳ ପ୍ରକାଶ ହେବ

୧୯ରେ ମାଟ୍ରିକ ସଂଶୋଧିତ ଫଳ ପ୍ରକାଶ ହେବ | ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍ ବା ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି।ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ…

ଓଷ୍ଟା (OSTTA) ର ଦାବି: ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ କରି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉ

ଓଷ୍ଟା (OSTTA) ର ଦାବି: ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ କରି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉ ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କରେ ବଣ୍ଟନ କରାଯାଇଥିବା ପାଠ୍ୟପୁସ୍ତକରେ ରହିଥିବା ଅସଂଖ୍ୟ ତ୍ରୁଟିକୁ ନେଇ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ୍ (ଓଷ୍ଟା) ପକ୍ଷରୁ…

ଅନୁଗୋଳ ଜିଲ୍ଲାରେ ୨୦ ଯାଏଁ ସ୍କୁଲ ବନ୍ଦ

ଅନୁଗୋଳ/ଭୁବନେଶ୍ୱର : ଅନୁଗୋଳ ଜିଲ୍ଲାରେ ୨୦ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ। ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ DEO ନିର୍ଦ୍ଧେଶ ଜାରି ହୋଇଛି।ଅନୁଗୋଳର…

ପାଠ୍ୟ ପୁସ୍ତକ ତ୍ରୁଟି: ଉନ୍ନୟନ କମିଶନଙ୍କ ଅଧ୍ଯକ୍ଷତାରେ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,…

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

ନୁଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍…

ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି: ଗଣଶିକ୍ଷାମନ୍ତ୍ରୀ

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମିଳିବ ଆଶ୍ୱସ୍ତି। ଖରା ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ନବେ ପ୍ରତିଶତ ବହି ଛପା ସରିଲାଣି…

You missed