Category: Elections

ବିହାର ନିର୍ବାଚନ: ଜନ ସୂରାଜ ପାର୍ଟି ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

ନୁଆଦିଲ୍ଲୀ: ଆଜି ପାଟନା ନିକଟସ୍ଥ ମୋକାମାରେ ଗୁଳି ଚାଲିଛି। ଅନନ୍ତ ସିଂହଙ୍କ ଗଡ଼ରେ ଗୁଳିଚାଳନା ଯୋଗୁଁ ଜନ ସୂରାଜ ପାର୍ଟିର ଜଣେ ସମର୍ଥକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଭଦୌର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ମୃତକଙ୍କ ନାମ ଦୁଲାରଚାନ୍ଦ ଯାଦବ…

ମୂଜାଫରପୁରରେ ଆରଜେଡି-କଂଗ୍ରେସ ଉପରେ ବର୍ଷିଲେ ମୋଦୀ

ପାଟନା: ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି…

ଏକ୍‍ଜିଟ୍‍ ପୋଲ୍‍ ଉପରେ ଜାରି ହେଲା କଟକଣା

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିହାର ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ହେଉଥିବା ଉପନିର୍ବାଚନର ୪୮ ଘଣ୍ଟା ମଧ୍ୟରେ ଏକ୍‍ଜିଟ୍‍ ପୋଲ୍‍ ଏବଂ ନିର୍ବାଚନ ସମ୍ପର୍କିତ ତଥ୍ୟ ପ୍ରଦର୍ଶନ ପରେ ସମସ୍ତ ଗଣମାଧ୍ୟମ ଏବଂ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି…

ଜେଡିୟୁର ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକଙ୍କ ସମେତ ୧୧ ନେତା ବହିଷ୍କୃତ

ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ନୀତିଶ କୁମାରଙ୍କ ଦଳ ଜେଡିୟୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ୧୧ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହି ନେତାମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମଏଲସି ଏବଂ…

ବିହାର – ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା, ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ ଚେହେରା

ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଛି । ଏହି ବୈଠକରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣଶ କରାଯାଇଛି । ସେହିପରି ମୁକେଶ ସହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ…

ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ବଡ଼ ପ୍ରତିଶ୍ରୁତି, କହିଲେ SHG ମହିଳାଙ୍କୁ

ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ତେଜସ୍ୱୀ ଯାଦବ ବିହାରରେ ଏକ ବଡ଼ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ମହିଳା, ଯେଉଁମାନେ ‘ଜୀବିକା ଦିଦି’ ଭାବରେ ଜଣାଶୁଣା, ସେମାନଙ୍କୁ ସ୍ଥାୟୀ ସରକାରୀ…

ବିହାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା

ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଆଜି ଶେଷ ହୋଇଛି । ଆସନ୍ତା ୨୩ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି । ଆସନ୍ତା ମାସ ୧୧ ତାରିଖରେ ଏହି ପର୍ଯ୍ୟାୟରେ ୧୨୨ଟି…

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ମୋଦୀ ଜଣାଇଲେ ଶୁଭେଚ୍ଛା

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ସାନାଏ ତାକାଇଚି । ସେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ଶୁଅ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ…

ନୂଆପଡ଼ା ଉପ ନିର୍ବାଚନ: ଆଜିଠୁ ଜମିବ ପ୍ରଚାର

ଭୁବନେଶ୍ୱର, ୨୧/୧୦ : ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ ଦଳର ହେଭିୱେଟ୍ । ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର…

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୯ ପ୍ରାର୍ଥୀ

ନୁଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ, ବିଜୁ ଜନତା…

You missed