ବାଂଲାଦେଶରେ ଭାରତୀୟ ହାଇ କମିଶନରେ ମିଳିଲା ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ, ତଦନ୍ତ ଆରମ୍ଭ
ବାଂଲାଦେଶରେ ଭାରତୀୟ ହାଇ କମିଶନରେ ମିଳିଲା ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ, ତଦନ୍ତ ଆରମ୍ଭ ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଭାରତୀୟ ହାଇ କମିଶନ (Indian High Commission) ପରିସରରୁ ଜଣେ ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏବେ ଚାଞ୍ଚଲ୍ୟ…
