Category: International

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

ନୁଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଙ୍ଗୋଲା ଏବଂ ବୋତ୍ସ୍ୱାନା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦୁଇ ଆଫ୍ରିକୀୟ ଦେଶକୁ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ହେବ। ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ…

୫ ଭାରତୀୟ ନାଗରିକଙ୍କୁ ଅପହରଣ କଲେ ଆତଙ୍କବାଦୀ

ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ମାଲିର କୌବି ନିକଟରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିଛନ୍ତି ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ। ଏହି ଭାରତୀୟମାନେ ଏକ ବିଦ୍ୟୁତକରଣ ପ୍ରକଳ୍ପରେ କାମ କରୁଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଥିଲେ। ଗୁରୁବାର ଦିନ…

ନ୍ୟୁୟର୍କର ମେୟର ହେଲେ ଭାରତୀୟ ବଂଶୋଦ୍ଭବ

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍‌ଦାନୀ। ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ି ବିଜୟ ହେଲେ ଜୋହରାନ୍। ଏହି ବିଜୟ ସହିତ ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି। ୩୪ବର୍ଷୀୟ ଜୋହରାନ ପୂର୍ବତନ…

ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପ, ୨୦ରୁ ଅଧିକ ମୃତ୍ୟୁ, ୧୫୦ ଆହତ

ଆଫଗାନିସ୍ତାନ : ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ…

ନିଲାମ ହେବ ଶୁଦ୍ଧ ସୁନାର ଶୌଚାଳୟ

ଆମେରିକାରେ ନିଲାମ ହେବାକୁ ଯାଉଛି ବିଶ୍ୱର ସବୁଠୁ ଦାମୀ ଶୌଚାଳୟ। ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍‌ ପ୍ରସ୍ତୁତ କରିଛନ୍ତି । ଏହି ଶୌଚାଳୟକୁ ତିଆରି…

ଭାରତ-ଆମେରିକା ମଧ୍ୟରେ ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ଏହି ଚୁକ୍ତିନାମା ସ୍ୱାକ୍ଷର ହେଉଥିବା ବେଳେ ଉଭୟ ଦେଶ ବାଣିଜ୍ୟିକ ବିବାଦ, ବିଶେଷକରି ଆମେରିକା ଦ୍ୱାରା ଭାରତୀୟ ଉତ୍ପାଦ ଉପରେ ୫୦% ଶୁଳ୍କ ଆରୋପ କରିବା ପରେ ସମ୍ପର୍କ ସୁଧାର କରିବାକୁ ଚେଷ୍ଟା କରୁଥିଲେ। ଏପରି ପରିସ୍ଥିତିରେ ଏହି ପ୍ରତିରକ୍ଷା ଚୁକ୍ତି…

ତାଞ୍ଜାନିଆରେ ବିକ୍ଷୋଭ, ୭୦୦ ମୃତ

ନୁଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଦେଖାଦେଇଥିବା ଅନିୟମିତତାକୁ କେନ୍ଦ୍ରକରି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ପୁଲିସ ସହ ସଂଘର୍ଷରେ ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି।…

ଭାରତ ମହିଳା ବିଶ୍ୱକପ୍ ଚମ୍ପିୟାନ ୨୦୨୫

ଭାରତୀୟ ମହିଳା ଦଳ ଇତିହାସ ରଚିଛି। ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 7 ୱିକେଟ ହରାଇ 298 ରନ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା, ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ…

ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଦଳ

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର…