Category: International

ଟ୍ରମ୍ପଙ୍କୁ ଭେଟିବେ ଜିନପିଙ୍ଗ; ୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ହେବ ଆଲୋଚନା

ଚୀନ- ଆମେରିକା ଟାରିଫ ୱାରରେ ପଡିବ ପୂର୍ଣ୍ଣଚ୍ଛେଦ । APEC ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ କୋରିଆରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ସମୟ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ। ଏହି ବୈଠକରେ ଟ୍ରେଡ…

ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ; ଭାରତ-ଜାପାନ ବିଶ୍ୱସ୍ତରୀୟ ସହଭାଗିତା ଆଗକୁ ବଢ଼ାଇବାକୁ ଆଲୋଚନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହୋଇଛନ୍ତି ।ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଦେଇଥିଲେ ।ଦୁଇ ନେତା…

ଆୟର୍ଲାଣ୍ଡ ରାଷ୍ଟ୍ରପତି ହେଲେ କାଥେରିନ୍‌ କନୋଲି

ଆୟର୍ଲାଣ୍ଡରେ ଅନୁଷ୍ଠିତ ନିର୍ବାଚନରେ କାଥେରିନ୍‌ କନୋଲି ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କନୋଲିଙ୍କ ସପକ୍ଷରେ ୬୦ ପ୍ରତିଶତ ଭୋଟ ଯାଇଥିବା ଜଣାପଡ଼ିଛି। ବିରୋଧୀ ପ୍ରାର୍ଥୀ ପରାଜୟ ସ୍ବୀକାର କରିନେଇଛନ୍ତିି। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ବାମପନ୍ଥୀ ରାଜନୈତିକ ବିଚାରଧାରାକୁ ସମର୍ଥନ କରୁଥିବା ସ୍ବାଧୀନ…

ଦୀର୍ଘ ୫ ବର୍ଷ ପରେ ଭାରତ-ଚୀନ୍ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

ନୁଆଦିଲ୍ଲୀ: ଆଜିଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ବିମାନଟି କୋଲକାତାରୁ ଉଡାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ। ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପରଇ ଉଡାଣ ଆରମ୍ଭ ହେବ। ନଭେମ୍ବର ୯…

ଓଡ଼ିଶା ଆସିବେ ନୀତିନ ଗଡ଼କରି

ଭୁବନେଶ୍ଵର : ଭୁବନେଶ୍ୱର ଜନତା ମଇଦାନ୍‌ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନରେ ଦେବେ ଯୋଗ ନୀତିନ ଗଡ଼କରି। ଓଡ଼ିଶା ଷଷ୍ଠ…

ଭାରତ ପାଇଁ ଆଶ୍ୱସ୍ତି!: ଶେଷ ପର୍ଯ୍ୟାୟରେ ଆମେରିକା ସହିତ ଚୁକ୍ତି, ଶୁଳ୍କ ହ୍ରାସ ସମ୍ଭାବନା

ନୁଆଦିଲ୍ଲୀ: ଏହା ଭାରତ ପାଇଁ ଏକ ସ୍ୱାଗତଯୋଗ୍ୟ ଖବର ହୋଇପାରେ। ଉଚ୍ଚ ଆମେରିକା ଶୁଳ୍କ ମୁକାବିଲା କରୁଥିବା ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଦୀର୍ଘ ସମୟ ଅପେକ୍ଷାର ଅନ୍ତ ହୋଇପାରେ। ସୂଚନା ଅନୁଯାୟୀ, ଭାରତୀୟ ସାମଗ୍ରୀ ଉପରେ…

ପିଏମ୍ ମୋଦିଙ୍କୁ ଫୋନ କଲେ ଆମେରିକା ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଟେଲିଫୋନ ରେ ବାର୍ତ୍ତାଳାପ ସମୟରେ ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ‘X’ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ…

କେରଳରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ – ବଡ ଅଘଟଣରୁ ରକ୍ଷା ପାଇଲେ ରାଷ୍ଟ୍ରପତି

କେରଳରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ । ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ଼ରେ ଫସିଲା ହେଲିକପ୍ଟର । କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍…

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ମୋଦୀ ଜଣାଇଲେ ଶୁଭେଚ୍ଛା

ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ସାନାଏ ତାକାଇଚି । ସେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ଶୁଅ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ…

ଭିସା ଫି ଛାଡ଼ ଘୋଷଣା କଲା ଆମେରିକା

ଆମେରିକା: ଆମେରିକା ପୁଣିଥରେ ଏଚ-୧ବି ଭିସା ସମ୍ପର୍କିତ ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକାର ଏହି ନୂତନ ନିଷ୍ପତ୍ତି ହଜାର ହଜାର ଭାରତୀୟ ବୃତ୍ତିଗତ ଏବଂ ଛାତ୍ରଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ। ରିପୋର୍ଟ ଅନୁଯାୟୀ, ଆମେରିକାର ନାଗରିକତା ଏବଂ ପ୍ରବାସନ ସେବା…